Latest Odisha News

BREAKING NEWS

ବାରକୋଟେ ତହସିଲ ମୁଖ୍ୟ କିରାଣୀ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ

ଭୁବନେଶ୍ୱର: ମଙ୍ଗଳବାର ଦେବଗଡ଼ ଜିଲ୍ଲା ବାରକୋଟେ ତହସିଲ ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

ଜଣେ ଅଭିଯୋଗକାରୀଙ୍କ ଠାରୁ ଜମି ପଟ୍ଟା କରେଇ ଦେବା ପାଇଁ ₹୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଓଡ଼ିଶା ଭିଜିଲାନ୍ସ ଧରିଥିଲା। ଏନେଇ ରାଉରକେଲା ଭିଜିଲାନ୍ସ ଥାନାରେ କେସ ନଂ-୧୮ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.