Latest Odisha News

BREAKING NEWS

ଭାଇରାଲ୍ ହେଲା ମାଓବାଦୀଙ୍କ ମହିଳା ଦିବସ ଭିଡିଓ

ମାଲକାନଗିରି: ମାଓବାଦୀ ପାଳିଥିଲେ ଆନ୍ତର୍ଜାତୀୟ ମହିଳା ଦିବସ । ଆୟୋଜିତ ସମାବେଶରେ ସାମିଲ ହୋଇଥିଲେ ଶତାଧିକ ମହିଳା ଓ ପୁରୁଷ । ଶୋଭାଯାତ୍ରାଠୁ ଆରମ୍ଭ ହୋଇ ପ୍ରଜାମେଳିରେ ସମାପ୍ତ ହୋଇଥିଲା ସମାବେଶ । ଆଗାମୀ ଦିନରେ ମାଓ ସଙ୍ଗଠନରେ ଅଧିକରୁ ଅଧିକ ମହିଳା ସାମିଲ ହେବା ନେଇ ସୂଚନା ରହିଛି । କିଛି ଏପରି ବାର୍ତ୍ତା ଦେଇ ଭିଡିଓଟିକୁ ଖୋଦ ମାଓବାଦୀ ସଙ୍ଗଠନ ଭାଇରାଲ୍ କରିଛି ।

 

Leave A Reply

Your email address will not be published.