Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଅଜବ ପ୍ରଚାର ପାଇଁ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅଜବ ପ୍ରଚାର । ଭାଇରାଲ୍ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁରୁଣା ଫଟୋ । ଦାବି ହୋଇଛି ମୋଦି ୩୧ ବର୍ଷ ପୂର୍ବେ ପାକିସ୍ତାନରୁ ବିସ୍ଥାପିତ ହିନ୍ଦୁଙ୍କୁ ରାଜସ୍ଥାନରେ ଭେଟିଥିଲେ । ହେଲେ ଛାନ୍‌ଭିନ୍‌ରେ ସାମ୍ନାକୁ ଆସିଛି ଭିନ୍ନ ତଥ୍ୟ । ଫଟୋଟି ସତ ହୋଇଥିଲେ ହେଁ, ଘଟଣା ଓ କାରଣ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।

Leave A Reply

Your email address will not be published.