Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଶ୍ରେୟ ନେଲେ ସାକିବ୍

ଭୁବନେଶ୍ୱର: ବିନା କାରଣରେ ଶ୍ରେୟ ନେଲେ ବଙ୍ଗଳାଦେଶୀ କ୍ରିକେଟର ସାକିବ୍‌-ଅଲ୍‌-ହାସନ୍ । ବାସନ୍ଦାଦେଶରୁ ଫେରିବା ପରେ ନିକଟରେ ଏହି ଖେଳାଳି ପୁଣିଥରେ ଆନ୍ତର୍ଜାତୀୟ କ୍ରିକେଟରେ ସାମିଲ ହୋଇଛନ୍ତି । ହେଲେ ସେ କ୍ରିକେଟକୁ ଫେରିବା ଛଡା ଏକ ମସଜିଦ ନିର୍ମାଣ କରିବା ନେଇ ଚର୍ଚ୍ଚାରେ ରହିଛନ୍ତି । ଖବର ଉଠିଛି ସାକିବ କୁଆଡେ ୯୦ ଲକ୍ଷ ଟଙ୍କା ମୂଲ୍ୟର ଏକ ମସଜିଦ ନିର୍ମାଣ କରିଛନ୍ତି ।

 

Leave A Reply

Your email address will not be published.