ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଏକ ଆପତ୍ତିଜନକ ଭିଡିଓ । ଜିମ୍ରେ ଚାଲିଛି ଜିହାଦ୍ । ଲୋକେ ନାଁ ଦେଇଛନ୍ତି “ଜିମ୍ ଜିହାଦ୍” । ବୋଧ ହୁଏ ଲଭ୍ ଜିହାଦ୍ ପରେ ଆଉ ଏକ ନୂଆ ଶବ୍ଦ ଜନ୍ମ ନେଇଛି । ହେଲେ ଭିଡିଓକୁ ବଳିଯାଇଛି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଉତ୍ତେଜକ କ୍ୟାପ୍ସନ୍ । ଭିଡିଓ ଓ କ୍ୟାପ୍ସନର ସତ୍ୟତା ଜାଣିବା ପାଇଁ ଦେଖନ୍ତୁ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମର ସ୍ପେଶାଲ ରିପୋର୍ଟ ।
BREAKING NEWS
- ଅଭ୍ୟାସ ଆରମ୍ଭ କଲେ ଶୁଭମନ ଗିଲ
- ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ..
- କୋହଲି ଖେଳିବେ ବିଜୟ ହଜାରେ ଟ୍ରଫି
- ‘ରାଜ୍ୟରେ ଘଞ୍ଚ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକୁଛି AI’
- ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ, ଧାନ ସଂଗ୍ରହ ପାଇଁ ୫ ଜିଲ୍ଲାକୁ ଦିଆଯାଇଛି ଏତିକି ଟୋକେନ..
- Stray dogs: ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡ଼ିଗଲେ ବାପା-ମା, ବୁଲା କୁକୁର ଦେଲେ ସୁରକ୍ଷା
- ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ, ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା
- ଭାରତର ସବୁଠୁ ମହଙ୍ଗା ହୋଟେଲରେ କେତେ ଆସିବ ବିବାହ ଖର୍ଚ୍ଚ ? ଜାଣନ୍ତୁ ଭୋଜିଠୁ ଡେକୋରେସନ ଯାଏ…
- ଫୋନ ହଜିଯାଇଥିଲେ ଗୋଟିଏ ସେକେଣ୍ଟରେ ହେବ ବ୍ଲକ୍ ! Sanchar Saathiର ଏହି ୫ ଫିଚର୍ସ ଚୋର ପାଇଁ ବିପଦ
- ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
Comments are closed.