ଭୁବନେଶ୍ୱର: ପରିସ୍ଥିତି, ସମସ୍ୟା, ବାଧାବନ୍ଧନ ଓ ଚିନ୍ତା । ଏହି ସମସ୍ତ ଶବ୍ଦ ମଣିଷ ଜୀବନର ଅଭିନ୍ନ ଅଙ୍ଗ । ଏହି ୪ଟି ଶବ୍ଦର ଥାଏ ବିଭିନ୍ନ ରୂପ । ତେବେ ଏହି ରୂପକୁ ଦେଖି ଭୟଭୀତ ଅବା ପଳାୟନ କରନ୍ତୁ ନାହିଁ । ଜିତନ୍ତୁ ଅବା ପରାଜୟ ବରଣ କରନ୍ତୁ । ହେଲେ ସହଜରେ କେବେ ବି ହାର ମାନନ୍ତୁ ନାହିଁ । ଏହି ମର୍ମକୁ ଏକ ସୁନ୍ଦର ତଥା ସରଳ କାହାଣୀ ଜରିଆରେ ଉପସ୍ଥାପନ କରିବାକୁ ଆମେ ଚେଷ୍ଟା କରିଛୁ ।
BREAKING NEWS
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
Comments are closed.