ଭୁବନେଶ୍ବର: ଢେଙ୍କାନାଳରେ ଭଲିବଲ ଯୁଗ ଆରମ୍ଭ କରିଥିବା ଦିୟା ମଜୁମଦାର ଥାଇଲାଣ୍ଡ ଗସ୍ତ କରିଛନ୍ତି । ଏଫଆଇଭିବି କୋଚ୍ କୋର୍ସ ଲେଭଲ୍-ଟୁ ପାଇଁ ଦିୟାଙ୍କ ପାଖକୁ ଚିଠି ଆସିବା ପରେ ସେ ବ୍ୟାଙ୍କକ ଯାଇଛନ୍ତି । ଦିୟାଙ୍କ ସମେତ ରାଜ୍ୟରୁ ୩ଜଣ ଏହି କୋର୍ସ ପାଇଁ ବ୍ୟାଙ୍କକ ଯାଇଛନ୍ତି । ଦିୟାଙ୍କ ସ୍ବାମୀ ତଥା ଭଲିବଲ କୋଚ୍ ଆଶୁତୋଷ ପାତ୍ର ଓ ରତ୍ନାକର ପାତ୍ର ମଧ୍ୟ ଏହି ପ୍ରଶିକ୍ଷଣ ନେବେ। ତିନିଜଣ ଯାକ ଓଡିଶା ଭଲିବଲ ଟିମର କୋଚ୍ ରହିଛନ୍ତି । ଗତକାଲି ଥାଇଲାଣ୍ଡ ଗସ୍ତ କରିଥିବା ବେଳେ ଆସନ୍ତାକାଲିଠୁ ୨୮ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେବେ । ସେମାନଙ୍କୁ କ୍ରୀଡା ମନ୍ତ୍ରୀ ଓ ଓଡିଶା ଭଲିବଲ ଟିମ୍ ଆସୋସିଏସନ୍ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।
BREAKING NEWS
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- କମାଣ୍ଡର ଚେଲ୍ଲୁରି ନାରାୟଣ ରାଓଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ ,ମୁଣ୍ଡରେ ଥିଲା ୨୫ଲକ୍ଷ
Comments are closed.