ଉତ୍ତରାଖଣ୍ଡ: ଲଗାତାର ବର୍ଷା ହେତୁ ଗତ ସନ୍ଧ୍ୟାରେ ଚାମୋଲି ଜିଲ୍ଲାର କୋଡିଆ ସ୍ଥିତ ବଦ୍ରିନାଥ ଜାତୀୟ ରାଜପଥରେ ଏକ ଭୂସ୍ଖଳନ ହୋଇଛି। ମାଟି ଧସେଇ ପଡ଼ିଥିବାରୁ ଜାତୀୟ ରାଜପଥର ଏକାଧିକ ସ୍ଥାନକୁ ଅବରୋଧ କରାଯାଇଛି। ରାସ୍ତା ସଫେଇ କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି ।
ଦେଖନ୍ତୁ ଭିଡ଼ିଓ:
#WATCH Uttarakhand: A landslide occurred at Badrinath national highway in Kodiya of Chamoli district last evening, due to incessant rainfall. The national highway is blocked at multiple locations due to falling of debris. Operations to clear the route is underway.(28.07.2020) pic.twitter.com/gdSLFvvrHx
— ANI (@ANI) July 29, 2020
Comments are closed.