Latest Odisha News

ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ; ସ୍ଥାନାନ୍ତରିତ ହେଲା ମାଆଙ୍କ ପ୍ରତିମା

ନରସିଂହପୁର: ଗତ ତିନି ଦିନ ଧରି ଓଡିଶାରେ ଲଗାତାର ବର୍ଷା ହେବା ପରେ ମହାନଦୀ ବନ୍ୟା ଜଳ କଟକ ଜିଲ୍ଲାର ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛୁ। ବନ୍ୟାଜଳ ମଧ୍ୟରାତ୍ରୀରେ ମାଆଙ୍କ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିଛି । ଏହାପରେ ମାଆଙ୍କ ଚଳନ୍ତି ପ୍ରତିମାକୁ ଆଉ ଏକ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଲଘୁଚାପ ଜନିତ ଏହି ବର୍ଷା ରାଜ୍ୟରେ ଆହୁରି ଦିନେ କି ଦୁଇ ଦିନ ଲାଗି ରହିବା ନେଇ ସୂଚନା ମିଳିଛି।

ଏହି ଲଗାଣ ବର୍ଷା ଫଳରେ ଜିଲ୍ଲାର ନରସିଂହପୁର ଏବଂ ବଡମ୍ବା ଅଞ୍ଚଳରେ ଏକର ଚାଷ ଜମି ମଧ୍ୟ ବୁଡ଼ି ଯାଇଛି।

Comments are closed.