Latest Odisha News

BREAKING NEWS

ହରିୟାଣାରେ ମେ ୩ରୁ ସପ୍ତାହେ ଯାଏ ଲକ୍‌ଡାଉନ୍‌

ହରିୟାଣା: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ହରିୟାଣା ମନ୍ତ୍ରୀ ଅନିଲ ଭିଜ୍‌ ରବିବାର କହିଛନ୍ତି ଯେ ମେ ୩ରୁ ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ହେବ।

ଏହାପୂର୍ବରୁ ଶୁକ୍ରବାର ଦିନ ସରକାର ନଅଟି ଜିଲ୍ଲା – ଗୁରୁଗାଓଁ, ଫରିଦାବାଦ, ପଞ୍ଚକୁଲା, ସୋନିପତ, ରୋହତକ, କର୍ଣ୍ଣଲ, ହିସାର, ସିର୍ସା, ଏବଂ ଫତେହାବାଦରେ ଶୁକ୍ରବାର ଦିନ ଅପରାହ୍ନ ୧୦ ଟାରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଥିଲେ।

Leave A Reply

Your email address will not be published.