Latest Odisha News

BREAKING NEWS

ଭୁବନେଶ୍ୱରରେ ପଶିଲା ହାତୀ, ଲୋକେ ଭୟଭୀତ

ଭୁବନେଶ୍ୱର: ଭୁବନେଶ୍ୱର ଅନ୍ତର୍ଗତ ଇନଫୋସିଟି ଅଞ୍ଚଳରେ ସୋମବାର ଦିନ ଏକ ଜଙ୍ଗଲୀ ହାତୀ ପ୍ରବେଶ କରିବା ପରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି ।

ନିକଟସ୍ଥ ବୁଦବୁଦିଆ ଫରେଷ୍ଟ ରେଞ୍ଜରୁ ଏହି ହାତୀଟି ଆସି ସହର ମଧ୍ୟରେ ପ୍ରବେଶ କରିଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ଅନୁମାନ କରୁଥିବା ସୂଚନା ମିଳିଛି ।

ତେବେ ଏନେଇ ଅଧିକ ସୂଚନା ହସ୍ତଗତ ହୋଇପାରିନାହିଁ ।

Leave A Reply

Your email address will not be published.