ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ସଂସଦରେ ଉଭୟ ଗୃହର ସଦସ୍ୟମାନେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସାଂସଦ ଭୋଟ ଦେଇଛନ୍ତି ।
Delhi | Prime Minister Narendra Modi casts his vote in the 16th Presidential election, at the Parliament. pic.twitter.com/XMKXUWDfvL
— ANI (@ANI) July 18, 2022
ଭୋଟ ସଂଧ୍ୟା ପର୍ଯ୍ୟନ୍ତ ଚାଲିବ ।
ଦ୍ରୈା ପଦୀ ମୁର୍ମୁଙ୍କୁ ସମର୍ଥନ କରୁଥିବା ଦଳଗୁଡିକ:
1. ଭାରତୀୟ ଜନତା ପାର୍ଟି (ବିଜେପି)
2. ଜନତା ଦଳ ୟୁନାଇଟେଡ୍ (JDU)
3. AIADMK
4. ବିଜେଡି
5. ବହୁଜନ ସମାଜ ପାର୍ଟି (ବିଏସପି)
6. YSRCP
7.ADS
8. ଆରଏଲଜେପି
9. ଆସାମ ଗଣ ପରିଷଦ (AGP)
10. (PMK)
11. ନାଗା ପିପୁଲ୍ସ ଫ୍ରଣ୍ଟ (NPF)
12. NPP
13. ଜେଜେପି
14. UPPL
15. MNF
16. NISHAD
17. NDPP
18. AJSU
19. ଲୋକ ଜନଶକ୍ତି ପାର୍ଟି (ରାମ ଭିଲାସ)
20. ମହାରାଷ୍ଟ୍ର ନବନିର୍ମାନ ସେନା (MNS)
21. ଜନତା କଂଗ୍ରେସ ଛତିଶଗଡ (ଜେସିସି)
22. ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚା (SKM)
23. ହିନ୍ଦୁସ୍ତାନୀ ଆୱାମ ମୋର୍ଚା (HAM)
24. ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍)
25. RASP
26. ଜନସେନା ପାର୍ଟି (JSP)
27. AINRC
28. ହରିୟାଣା ଲୋହିତ ପାର୍ଟି (HLP)
29. ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (UDP)
30. ପିପୁଲ୍ସ ଡେମୋକ୍ରାଟିକ୍ ଫ୍ରଣ୍ଟ (PDF)
31. ମହାରାଷ୍ଟ୍ରୱାଡି ଗୋମନ୍ତକ ପାର୍ଟି (MGP)
32. ହିଲ୍ ଷ୍ଟେଟ୍ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (HSPDP)
33. କୁକି ପିପୁଲ୍ସ ଆଲାଇନ୍ସ (KPA)
34. ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ଆଠୱାଲେ (RPI-A)
35. ତାମିଲ ମାନିଲା କଂଗ୍ରେସ ମୋପାନାର (ଟିଏମସି-ଏମ)
36. IPFT
37. PBK
38. ଶିରୋମଣି ଅକାଳୀ ଦଳ (SAD)
39. ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)
40. JSDL
41. ଶିବସେନା (SHS) ଏବଂ ଶିବସେନା ବିଦ୍ରୋହୀ ଗୋଷ୍ଠୀ (ଏକନାଥ ସିନ୍ଦେ)
42. ଜେଏମ୍ଏମ୍
43. ସୁହେଲଦେବ ଭାରତୀୟ ସମାଜ ପାର୍ଟି (SBSP)
44. ଜନତା ଦଳ ଧର୍ମନିରପେକ୍ଷ (JDS)
ମୈାସୁମି ଅଧିବେଶନ ଆସନ୍ତା ଅଗଷ୍ଟ ୧୨ ତାରିଖ ଯାଏ ଚାଲିବ ।
Monsoon session of Parliament | Lok Sabha Speaker Om Birla pays tribute to former Japanese PM #ShinzoAbe pic.twitter.com/Vv3bjhV4Ht
— ANI (@ANI) July 18, 2022
ଏହି ଅଧିବେଶନରେ କେନ୍ଦ୍ର ସରକାର ୨୪ଟି ବିଧେୟକ ଆଗତ କରିବାକୁ ଯୋଜନା କରିଛନ୍ତି । ତେବେ ବିରୋଧୀ ଦରଦାମ ବୃଦ୍ଧି , ଅଗ୍ନିପଥ ଯୋଜନାକୁ ବିରୋଧ କରି ହୋ ହାଲ୍ଲା କରିବା ସହ ଏ ବିଷୟରେ ଆଲୋଚନା ପାଇଁ ଦାବି କରିପାରନ୍ତି । ଏହା ସହ କେନ୍ଦ୍ରୀୟ ଏଜେନସିକୁ ବିରୋଧୀଙ୍କ ବିରୋଧରେ ଲଗାଯାଉଥିବାରୁ ବିରୋଧ କରିବ କଂଗ୍ରେସ ।
Comments are closed.