Latest Odisha News

BREAKING NEWS

ଚାଲାଣ ବେଳେ ୩ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି:ବାହାରକୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର ହେଲେ ଶିଶୁ ଶ୍ରମିକ । ଶିଶୁ ସୁରକ୍ଷା କମିଟି ଓ ପୁଲିସର ମିଳିତ ଚଢାଉ ବେଳେ ୩ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ଟଙ୍କାର ଲୋଭ ଦେଖାଇ ମାଲକାନଗିରି ଅଞ୍ଚଳରୁ ଏହି ପିଲାଙ୍କୁୂ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିଲା । ଏବେ ଉଦ୍ଧାର କରାଯାଇଥିବା ଶିଶୁଙ୍କୁ ଆର୍ଥିକ ସହାୟତା ଦିଆଯିବା ସହିତ ଅନ୍ୟ ଆଡେ ଥଇଥାନ କରାଯିବ

Leave A Reply

Your email address will not be published.