Latest Odisha News

BREAKING NEWS

ବଲାଙ୍ଗିର ଛୁଇଁଲା କରୋନା: ରାଜ୍ୟରେ ୧୪୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି ମହାମାରୀ କରୋନା । ଶୁକ୍ରବାର ଦିନ ରାଜ୍ୟରେ ଆଉ ୪ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏଥର କରୋନା କବଳକୁ ଆସିଛି ଓଡ଼ିଶାର ବାଲାଙ୍ଗୀର ଜିଲ୍ଲା।

ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କରୋନା ରୋଗୀ ଚିହ୍ନଟ ହୋଇ ନଥିବା ବେଳେ ଆଜି ଏଠାରେ ଜଣେ ୨୨ ବର୍ଷ ଓ ଜଣେ ୧୮ ବର୍ଷ ବୟସ୍କ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ତାମିଲନାଡୁରୁ ଫେରିଥିବା ସ୍ୱାସ୍ ବିଭାଗ ସୂଚନା ଦେଇଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ଯାଜପୁର ଜିଲ୍ଲାରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୩୮ ରେ ପହଞ୍ଚିଛି। ଆକ୍ରାନ୍ତ ଦ୍ୱୟ ପଶ୍ଚ

ଏହାସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪୭ ହୋଇଛି ।

Leave A Reply

Your email address will not be published.