Latest Odisha News

BREAKING NEWS

ବିସିସିଆଇ ପକ୍ଷରୁ ଘରୋଇ ଶୃଙ୍ଖଳା ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ ।

ବିସିସିଆଇ ପକ୍ଷରୁ ଘରୋଇ ଶୃଙ୍ଖଳା ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ ।

ଆଗକୁ ଆସୁଥିବା ଘରୋଇ ଶୃଙ୍ଖଳା ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଶ୍ରୀଲଙ୍କା ବିପକ୍ଷରେ ୩ଟି ଟି-୨୦ ଏବଂ ତିନୋଟି ଦିନିକିଆ ମୁମ୍ବାଇ, ରାଜକୋଟ, କଲିକତା, ଏବଂ ତିରୁଅନ୍ତପୁରମରେ ଖେଳାଯିବାକୁ ନିଷ୍ପତି ନେଇଛି ବିସିସିଆଇ । ସେହିପରି ଜାନୁଆରୀ ୧୮ ରୁ ନ୍ୟୁଜଲ୍ୟାଣ୍ଡ ସହିତ ତିନୋଟି ଦିନିକିଆ ଓ ୩ଟି ଟି-ଟ୍ବଣ୍ଟି ଖେଳିବ ଟିମ୍ ଇଣ୍ଡିଆ । ଫ୍ରେବୃଆରି ୯ରେ ବଡ଼ର-ଗାଭାସ୍କର ଟେଷ୍ଟ ଖେଲିବା ପାଇଁ ଅଷ୍ଟ୍ରେଲିଆ ଆସିବ ଭାରତ । ଯେଉଁଥିରେ ଚାରୋଟି ଟେଷ୍ଟ ନାଗପୁର , ଦିଲ୍ଲୀ, ଧରମଶାଳା ଅହମଦାବାଦ ଆଦି ଭେନ୍ୟୁରେ ଖେଳାଯିବା ନେଇ ସ୍ଥିର କରାଯାଇଛି ।

Leave A Reply

Your email address will not be published.