କ୍ରିକେଟ୍ ଇତିହାସରେ ଯଦି ଡବଲ ଶେଂଚୁରି କଥା ଆଗକୁ ଆସେ ତେବେ ହାତ ଗଣତି କତୋଟି ଖେଳାଳିଙ୍କ ନାଁ ମନକୁ ଆସିଥାଏ । ସେଥିମଧ୍ୟରୁ ଅନ୍ୟତମ ହେଉଛନ୍ତି ଭରତୀୟ ଦଳର ପୂର୍ବତନ ଓପନର ବ୍ୟାଟର ବିରେନ୍ଦ୍ର ଶେହୱାଗ । ୨୦୧୧ ମସିହା ଆଜିର ଦିନରେ କରିଥିଲେ ଏମତି କିଛି କମାଲ ଯାହାକୁ ଦେଖି ବିଶ୍ବ କ୍ରିକଟ ରହିଯାଇଥିଲା ଅବାକ । ଇନନ୍ଦୋର ହଲକୋର କ୍ରିକେଟ ଗ୍ରାଉଣ୍ଡରେ କରିଥିଲେ ଏମିତି କିଛି କମାଲ ଯାହାକୁ ଦେଖି ପ୍ରତୀଟି ଭାକତୀୟ ପାଟିରେ ଥାଏ କେବଳ ଶେହୱାଗ ଆଉ ସେହୱାଗ ନାରା । ତାରିଖ ଥାଏ ଡିସେମ୍ବର ୮,୨୦୧୧ ,ୱେଷ୍ଟଇଣ୍ଡିଜ -ଭାରତ ମଧ୍ୟରେ ଚାଲିଥାଏ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ । ପ୍ରଥମେ ଭାରତ ଟସ୍ ଜିତି ବ୍ୟାଟିଂକ ନି୍ଷ୍ପତି ନେଇଥାଏ । ଭାରତ ପାଇଁ ଓପନିଂ କରିବା ପାଇଁ ପଡିଆ ମଧ୍ୟକୁ ଆସନ୍ତି ଗୌତମ ଗମ୍ଭୀରଙ୍କ ସହ ଦୁର୍ଦଶ ବ୍ୟାଟର ବିରେନ୍ଦ୍ର ସେହୱାଗ । ୨-୧ ରେ ସିରିଜରେ ଆଗୁଆ ଥିବା ଭାରତୀୟ ଦଳ ପ୍ରଥମରୁ ଆଟାକିଙ୍ଗ ଖେଳର ପଦର୍ଶନ କରୁଥାଏ । ସେବୱାଗଙ୍କ ଧମାକାଦାର ବ୍ୟାଟିଂ ଆଗରେ ପେଲ ମାରୁଥାନ୍ତି କ୍ୟାରେବିୟାନ ବୋଲର ।ଶେସରେ ୧୪୯ ବଲରେ ୨୫ ଚୌକା ଏବଂ ୭ ଛକା ବଳରେ ୨୧୯ ରନର ପାରି ଖେଳି ସେହୱାଗ ତିଆରି କରନ୍ତି ବିଶ୍ବ ରେକର୍ଡ । ରେକର୍ଡ ପୁଣି ଦୁଇ ଶତକର , ସଚିନଙ୍କ ପରେ ଦ୍ବତୀୟ ଖେଳାଳି ଭାବେ ସେହୱାଗ ବନିଜାନ୍ତି ଏହି ବିଶାଳ ରେକର୍ଡର ଅଧିକାରି ।
BREAKING NEWS
- ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କେଉଁମାନେ ପାଇବେ…
- ବାଲି ମାଫିଆଙ୍କ କବଜାରେ ବୈତରଣୀ ନଦୀ, ବିଭାଗୀୟ ତଦନ୍ତ କରାଯିବ କହିଲେ ଜିଲ୍ଲାପାଳ…
- ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, କାଲିଠୁ ସ୍ଵାଭାବିକ ଓପିଡି ସେବା
- ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ହେଉଛନ୍ତି ଗୁରୁଶ୍ରୀ କେଳୁଚରଣ- ମୁଖ୍ୟମନ୍ତ୍ରୀ
- ହୋମଗାର୍ଡ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ ଆଣି ଭଦ୍ରକ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ
- ଜଳୁଛି ବରଫ ପାହାଡ଼…
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ
- ଓଡ଼ିଶାର ୩ କୋର୍ଟକୁ ବୋମା ଧମକ: ସମ୍ପୃକ୍ତ ଅପରାଧୀଙ୍କୁ ଖୋଜିବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଜାନୁଆରି ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲୋକଭବନ ଉଦ୍ୟାନ
- ଆଶେସ ସିରିଜ: ଇଂଲଣ୍ଡକୁ ୪-୧ରେ ହରାଇଲା ଅଷ୍ଟ୍ରେଲିଆ
Comments are closed.