ରୋହିତଙ୍କ ନିଷ୍ପତିରେ ଗାଭାସ୍କର ଖପା , ଆସିବାର ଥିଲା ଯଦି ଆଗରୁ ଆସିଲେନି କାହିଙ୍କି , ବାଂଗ୍ଲାଦେଶ ଠୁ ସିରିଜ ହାରିବା ପରେ କ୍ରୀଡା ପ୍ରେମୀଙ୍କ ମନରେ ଦେଖା ଦେଇଛି ଅସନ୍ତୁଷ୍ଟ । କିଏ ଦଳରୁ ଖେଳାଳି ପରିବର୍ତ୍ତନ କରିବା କଥା କହୁଛି ତ ଆଉ କିଏ ସ୍ପିଲ୍ଟ କ୍ୟାପଟେନ୍ସି ପାଇଁ ରାୟ ଦେଉଛି । ତେବେ ଏହାରି ଭିତରେ ଭାରତର ପୂର୍ବତନ କ୍ୟାପଟେନ ସୁନିଲ ଗାଭାସ୍କର ଉଠାଇଛନ୍ତି ପ୍ରଶ୍ନ । ସେ କହିଛନ୍ତି ରୋହିତ ଯଦି ବ୍ୟାଟିଂ ପାଇଁ ପୂର୍ବରୁ ଆସିଥାନ୍ତେ ତେବେ ମ୍ୟାଚର ଫଳାଫଳ କିଛି ଅଲଗା ହୋଇଥାନ୍ତା । ବାଂଗ୍ଲାଦେଶ ବିପକ୍ଷ ସିରିଜିର ଦିତୀୟ ମ୍ୟାଚରେ ୫ ରନରେ ପରାସ୍ତ ହୋଇଥିବା ଭାରତୀୟ ଦଳ ଦିତୀୟ ଥର ପାଇଁ ବାଂଗ୍ଲାଦେଶଠୁ ସିରିଜ ହାରି ନିଜପାଇଁ ଅଡୁଆ ସୃଷ୍ଟି କରିଛ । ଏହି ମ୍ୟାଚରେ ଭାରତିୟ ଅଧିନାୟକ ରୋହିତ ଶର୍ମାଙ୍କ ଆଙ୍ଗୁଳିରେ ଆଘାତ କାରଣରୁ ସେ ୯ ନମ୍ବରରେ ବ୍ୟାଟିଂ ପାଇଁ ଆସି ୫୧ ରନର ଅପରାଜିତ ପାରି ଖେଳିଥିଲେ, କିନ୍ତୁ ଦଳକୁ ପରାଜୟ ମୁହଁରୁ ବାହାର କରିପାରିନଥିଲେ । ତେବେ ରୋହିତଙ୍କ ଏହି ନିଷ୍ପତିରେ ସହମତ ଦେଖାଇନାହାନ୍ତି ଗାଭାସ୍କର । ସେ କହିଛନ୍ତି ଯଦି ରୋହିତ ଯଦି ୯ ନମ୍ବରରେ ନଆସି ୭ ନମ୍ବରରେ ବ୍ୟାଟିଂ ପାଇଁ ଆସିଥାନ୍ତେ ତେବେ ମ୍ୟାଚର ଫଳାଫଳ କିଛିଟା ଅଲଗା ହୋଇଥାନ୍ତା ।
BREAKING NEWS
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
- ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..
- ଫେସବୁକ୍-ଇନଷ୍ଟାଗ୍ରାମରେ ଚାଲିଛି ଶିଶୁ ଯୌନ ଶୋଷଣ ବିଜ୍ଞାପନ! କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
- Weapons in Space: ଅନ୍ତରୀକ୍ଷରେ ଆମେରିକାର ଅସ୍ତ୍ର! ରୁଷ-ଚୀନକୁ ବଡ଼ ଚେତାବନୀ, ମହାକାଶରେ ଆରମ୍ଭ ହେବ କି ନୂଆ ଯୁଦ୍ଧ?
- ଚିନ୍ତାରେ ପାକ୍ ସରକାର : ପେଟ୍ରୋଲ ପାଇଁ “ଲକ୍ ଡାଉନ୍ “ଭଳି ଆଗକୁ ବ୍ୟବସ୍ଥା
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!

Comments are closed.