କ୍ରିକେଟ୍ ଇତିହାସରେ ଯଦି ଡବଲ ଶେଂଚୁରି କଥା ଆଗକୁ ଆସେ ତେବେ ହାତ ଗଣତି କତୋଟି ଖେଳାଳିଙ୍କ ନାଁ ମନକୁ ଆସିଥାଏ । ସେଥିମଧ୍ୟରୁ ଅନ୍ୟତମ ହେଉଛନ୍ତି ଭରତୀୟ ଦଳର ପୂର୍ବତନ ଓପନର ବ୍ୟାଟର ବିରେନ୍ଦ୍ର ଶେହୱାଗ । ୨୦୧୧ ମସିହା ଆଜିର ଦିନରେ କରିଥିଲେ ଏମତି କିଛି କମାଲ ଯାହାକୁ ଦେଖି ବିଶ୍ବ କ୍ରିକଟ ରହିଯାଇଥିଲା ଅବାକ । ଇନନ୍ଦୋର ହଲକୋର କ୍ରିକେଟ ଗ୍ରାଉଣ୍ଡରେ କରିଥିଲେ ଏମିତି କିଛି କମାଲ ଯାହାକୁ ଦେଖି ପ୍ରତୀଟି ଭାକତୀୟ ପାଟିରେ ଥାଏ କେବଳ ଶେହୱାଗ ଆଉ ସେହୱାଗ ନାରା । ତାରିଖ ଥାଏ ଡିସେମ୍ବର ୮,୨୦୧୧ ,ୱେଷ୍ଟଇଣ୍ଡିଜ -ଭାରତ ମଧ୍ୟରେ ଚାଲିଥାଏ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ । ପ୍ରଥମେ ଭାରତ ଟସ୍ ଜିତି ବ୍ୟାଟିଂକ ନି୍ଷ୍ପତି ନେଇଥାଏ । ଭାରତ ପାଇଁ ଓପନିଂ କରିବା ପାଇଁ ପଡିଆ ମଧ୍ୟକୁ ଆସନ୍ତି ଗୌତମ ଗମ୍ଭୀରଙ୍କ ସହ ଦୁର୍ଦଶ ବ୍ୟାଟର ବିରେନ୍ଦ୍ର ସେହୱାଗ । ୨-୧ ରେ ସିରିଜରେ ଆଗୁଆ ଥିବା ଭାରତୀୟ ଦଳ ପ୍ରଥମରୁ ଆଟାକିଙ୍ଗ ଖେଳର ପଦର୍ଶନ କରୁଥାଏ । ସେବୱାଗଙ୍କ ଧମାକାଦାର ବ୍ୟାଟିଂ ଆଗରେ ପେଲ ମାରୁଥାନ୍ତି କ୍ୟାରେବିୟାନ ବୋଲର ।ଶେସରେ ୧୪୯ ବଲରେ ୨୫ ଚୌକା ଏବଂ ୭ ଛକା ବଳରେ ୨୧୯ ରନର ପାରି ଖେଳି ସେହୱାଗ ତିଆରି କରନ୍ତି ବିଶ୍ବ ରେକର୍ଡ । ରେକର୍ଡ ପୁଣି ଦୁଇ ଶତକର , ସଚିନଙ୍କ ପରେ ଦ୍ବତୀୟ ଖେଳାଳି ଭାବେ ସେହୱାଗ ବନିଜାନ୍ତି ଏହି ବିଶାଳ ରେକର୍ଡର ଅଧିକାରି ।
BREAKING NEWS
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ
- Satellite Internet Rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ ସମାନ”
- ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର
- ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…
- ABADHA scheme:ଅବଢ଼ା ଯୋଜନା:ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ
- ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !
- ୧୩୦ ଡେସିବେଲ୍ର ଚିତ୍କାର ! ଏହି ପକ୍ଷୀଙ୍କ ଆବାଜ୍ ଆଗରେ ଫିକା ପଡ଼ିଗଲେ ଅନ୍ୟ ସମସ୍ତ ଚଢ଼େଇ
- ଦେଶର ଯୁବପିଢ଼ିଙ୍କୁ କାହିଁକି Gen Z-Alpha ରେ ବିଭକ୍ତ କରାଯାଉଛି: ବିରୋଧୀଙ୍କୁ ନୀତିନ ନବୀନଙ୍କ ଟାର୍ଗେଟ
- ଭାରତ ଓ ଘାନା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ;ଜୟଶଙ୍କର କହିଲେ-ଅନେକ ବିକାଶ ଯୋଜନା ସମାନ
- ୱିକେଟକିପର ସାଜିଲେ ଯଶସ୍ୱୀ ଜୈସୱାଲ !

Comments are closed.