Latest Odisha News

BREAKING NEWS

OTET-2021: ଅଫଲାଇନ୍ ପରୀକ୍ଷା ଦେଉଛନ୍ତି ୧.୨୫ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ମଧ୍ୟରେ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) -୨୦୨୧ ରାଜ୍ୟର ୪୯୧ କେନ୍ଦ୍ରରେ ଅଫଲାଇନ ମୋଡରେ ଅନୁଷ୍ଠିତ ହୋଇଛି।

ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଦ୍ୱାରା ଆୟୋଜିତ ଏହି ପରୀକ୍ଷାରେ ମୋଟ ୧,୨୫,୮୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

ତେବେ ଜିଲ୍ଲା ତଥା ସବ୍-ଡିଭିଜନ ସ୍ତରରେ ସୁରୁଖୁରୁରେ ପରୀକ୍ଷା ପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବିସ୍ତୃତ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.