Latest Odisha News

BREAKING NEWS

ୟୁକ୍ରେନ ବର୍ଡରରେ ରୁଷ ନିୟୋଜିତ କରିଛି ୧.୭୫ ଲକ୍ଷ ସୈନିକ !

ମସ୍କୋ:ରୁଷିଆ ଓ ୟୁକ୍ରେନ ବିବାଦ ଚରମ ସୀମାରେ ପଂହଚିଛି । ଆମେରିକା ଗୋଇନ୍ଦା ବିଭାଗ ରିପୋର୍ଟ ଅନୁସାରେ ୟୁକ୍ରେନ ସୀମାରେ ରୁଷିଆ ୧.୭୫ ଲକ୍ଷ ସୈନିକଙ୍କୁ ନିୟୋଜିତ କରିଛି । ରୁଷ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି, ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ତାହାହେଲେ ଆମେ ସୈନ୍ୟ ପଠାଇବୁ ବୋଲି ଆମେରିକା କହିଛି । ଶୀତ ଯୁଦ୍ଧର ୩୦ ବର୍ଷ ପରେ ପ୍ରଥମ ଥର ପାଇଁ ଆମେରିକା ପୂର୍ବ ୟୁରୋପକୁ ସୈନ୍ୟ ପଠାଇବ ବୋଲି ସିଧାସଳଖ କହିଛି ।

BjdElectrycity

ସୂଚନାଯୋଗ୍ୟ, ପୋଲାଣ୍ଡ ଓ ବେଲାରୁଷରେ ପ୍ରବାସୀଙ୍କୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା । ବେଲାରୁଷକୁ ସାହାଯ୍ୟ କରିବା ଆଳରେ ରୁଷିଆ ଏହି ଚାଲ ଖେଳିଛି । ମଙ୍ଗଳବାର ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଓ ଆମେରିକାର ଜୋ ବାଇଡେନଙ୍କ ମଧ୍ୟରେ ଏ ନେଇ ଭର୍ଚୁଆଲ ବୈଠକରେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.