Latest Odisha News

BREAKING NEWS

ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମୀ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୦ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଗତ ଅଗଷ୍ଟ ୧ ତାରିଖରେ ବିଭାଗର ଜଣେ ଫାଇନାନ୍ସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରାୟ ୨୦ ଜଣ ଅଧିକାରୀ କୋଭିଡ ଟେଷ୍ଟ କରାଇଥିଲେ । ସେମାନଙ୍କ ମଧ୍ୟରୁ ଏସଓ, ଏଏସଓ ଏବଂ ଡେସ୍କ ଅଫିସରଙ୍କୁ ମିଶାଇ ୧୦ ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଛି ।

ତେବେ ବିଭାଗ ପକ୍ଷରୁ ଅନ୍ୟ କର୍ମଚାରୀ ମାନଙ୍କର କରୋନା ଟେଷ୍ଟ କରାଯିବା ନେଇ ସୁତ୍ରରୁ ଜଣା ପଡିଛି ।

Leave A Reply

Your email address will not be published.