Latest Odisha News

BREAKING NEWS

ଜାଣନ୍ତୁ, ଭାରତର କେଉଁକେଉଁ ସହର ଓଡିଶାଠୁଁ ବି ଅଧିକ ଉତ୍ତପ୍ତ

ଭୁବନେଶ୍ୱର : ଓଡିଶାରେ ଗ୍ରୀଷ୍ମପ୍ରବାହ ଦିନକୁଦିନ ବୃଦ୍ଧି ପାଉଥିବାବେଳେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଉପଡୁଛି । ଏହି ପରିପେକ୍ଷୀରେ ଜାଣନ୍ତୁ ଭାରତର କେଉଁସବୁ ସହରରେ କେବେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ଜାଣନ୍ତୁ ଖରାଦିନେ ଭାରତରେ କେଉଁସବୁ ସହରରେ ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା ।

  1. ଜୈସଲମେର୍, ରାଜସ୍ଥାନ: ୨୦୧୬ରେ ୫୪ ଡିଗ୍ରୀ ସେଲସିୟସ୍
  2. ରିଟାଚିଣ୍ଟୋଲା, ଆନ୍ଧ୍ରପ୍ରଦେଶ: ୨୦୧୪ରେ ୫୨ ଡିଗ୍ରୀ ସେଲସିୟସ୍
  3. ଫଲୋଦୀ, ରାଜସ୍ଥାନ:୨୦୧୪ରେ ୫୨ ଡିଗ୍ରୀ ସେଲସିୟସ୍
  4. ଚୁରୁ, ରାଜସ୍ଥାନ: ୨୦୧୬ରେ ୫୦.୨ ଡିଗ୍ରୀ ସେଲସିୟସ୍
  5. ଶ୍ରୀନଗର, ରାଜସ୍ଥାନ: ୪୯ ଡିଗ୍ରୀ ସେଲସିୟସ୍
  6. ଖଜୁରାହୋ, ମଧ୍ୟପ୍ରଦେଶ: ୨୦୧୮ରେ ୪୮.୬ ଡିଗ୍ରୀ ସେଲସିୟସ୍
  7. ଗ୍ୱାଲିୟର୍, ମଧ୍ୟପ୍ରଦେଶ: ୨୦୧୪ରେ ୪୮ ଡିଗ୍ରୀ ସେଲସିୟସ୍
  8. ନାଗପୁର, ମହାରାଷ୍ଟ୍ର: ୨୦୧୫ରେ ୪୮ ଡିଗ୍ରୀ ସେଲସିୟସ୍
  9. ଅହମ୍ମଦାବାଦ: ୨୦୧୬ରେ ୪୭ ଡିଗ୍ରୀ ସେଲସିୟସ୍
  10. ଚନ୍ଦ୍ରପୁରା, ମହାରାଷ୍ଟ୍ର: ୨୦୧୮ରେ ୪୬.୩ ଡିଗ୍ରୀ ସେଲସିୟସ୍
Leave A Reply

Your email address will not be published.