Latest Odisha News

BREAKING NEWS

ଭୁଷୁଡିଲା ଶହେ ବର୍ଷର କୋଠା

ବ୍ରହ୍ମପୁର : ଲଗାଣ ବର୍ଷା ଯୋଗୁଁ ଭୁଷୁଡିଲା କୋଠା । ବ୍ରହ୍ମପୁର କାମ୍ପସାହିରେ ଥିବା ଆନ୍ଧ୍ରମହିଳା ସମାବେଶର ପୂରାତନ ପାଠାଗାରର କୋଠାଟି ଲଗାଣ ବର୍ଷାରେ ଭୁଷୁଡି ପଡ଼ିଛି । ଫଳରେ ପାଠାଗାରରେ ଥିବା ସମସ୍ତ ପୁସ୍ତକ ନଷ୍ଠ ହୋଇଯାଇଛି । ଅନେକ ସାମଗ୍ରୀ ମଧ୍ୟ ନଷ୍ଠ ହୋଇଯାଇଛି । ଏହି କୋଠାଟି ଶହେ ବର୍ଷ ପୁରୁଣା ଥିଲା ।

ଏଥିରେ କାହାର କୌଣସି କ୍ଷତି ହୋଇନାହିଁ ।ଏହି କୋଠାଟି ବହୁତ ପୁରୁଣା ଐତିହାସିକ କୋଠା ଥିଲା ।ବ୍ରହ୍ମପୁରରେ ତିନିଦିନ ଧରି ବର୍ଷା ଜାରି ରହିଛି।

Leave A Reply

Your email address will not be published.