ଗଜପତି: ନକଲି ସୁନା ବନ୍ଧକ ରଖି ଋଣ । ପାରଳାଖେମୁଣ୍ଡି ପୋଲିସ ଦ୍ବାରା ୧୧ ଗିରଫ। ବ୍ୟାଙ୍କ ଅଫ ଇଣ୍ଡିଆର ପାରଳାଖେମୁଣ୍ଡି ସାଖାର ବ୍ୟାଙ୍କ ଦ୍ବାରା ଅନୁମୋଦିତ ସୁନାରିକୁ ହାତ କରି ପ୍ରାୟ ୪୦ ଲକ୍ଷ ୭୫ ହଜାର ଟଙ୍କା ରୁଣ ନେଇଥିଲେ। ଧରା ପଡିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ୧୨ ଜଣକ ନାମରେ ମାମଲା ରୁଜୁ କରି ସୁନାରି ସହ ୧୧ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ପାରଳାଖେମୁଣ୍ଡି ମୋଡେଲ ପୋଲିସ ଥାନା ଅଧିକାରୀ ବାବୁଲି ନାୟକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
BREAKING NEWS
- Odisha Contractors Protest: ଆସନ୍ତା ୨୦ରୁ ୩ ପ୍ରମୁଖ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ
- New PMO at ‘Seva Teerth’: ୮୦ ବର୍ଷ ପରେ ଭାରତର ଶକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ, ଏଣିକି ‘ସେବା ତୀର୍ଥ’ରୁ ଚାଲିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…
- Maoist Posters: ରାୟଗଡ଼ାରେ କେବିକେ ଡିଭିଜନ୍ ପକ୍ଷରୁ ଲାଗିଲା ମାଓ ପୋଷ୍ଟର
- ପାରାଦୀପ ହେବ ବ୍ଲୁ ଫ୍ଲାଗ ବିଚ୍: ସମୀକ୍ଷା କଲେ ମୁଖ୍ୟ ସଚିବ
- ଭିତରକନିକାରେ ହ୍ରାସ ପାଇଲା ଡଲଫିନ ସଂଖ୍ୟା, ଚଳିତ ବର୍ଷ କମିଛନ୍ତି ଏତିକି ଡଲଫିନ୍…
- ୬ ପତ୍ନୀଙ୍କ ପାଇଁ ୨୦ ଫୁଟର ପଲଙ୍କ.. କିଏ ସେହି ମହାନ କଳାକାର !
- ରିୟାନ ପରାଗ ହେବେ ରାଜସ୍ଥାନ ରୟାଲ୍ସର ଅଧିନାୟକ
- ବେଙ୍ଗାଲୁରୁରେ ଭୟଙ୍କର ସିରିଜ ଦୁର୍ଘଟଣା, ୭ ମୃତ
- ପାକିିସ୍ତାନ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ମୁଣ୍ଡ ବିନ୍ଧାଉଛି ଏହି ସବୁ କାରଣ
- ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ପ୍ରକାଶ
Comments are closed.