Latest Odisha News

ଡିଏଭିଭିରେ ସର୍ବକନିଷ୍ଠ ଛାତ୍ରୀ ଭାବେ ବିଏ ପରୀକ୍ଷା ଦେବେ ତନିଷ୍କା

ନୂଆଦିଲ୍ଲୀ:ଡିଏଭିଭିରେ ପ୍ରଥମ ଥର ପାଇଁ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ବିଏ କରିବା ପାଇଁ ଅନୁମତି ଦିଆଯାଇଛି । ତନିଷ୍କା ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ବିଏଏଲଏଲବି ପଢ଼ିବାକୁ ଚାହିଁଥିଲେ । ମାତ୍ର ତାଙ୍କୁ କେବଳ ସାଇକୋଲୋଜିରେ ବିଏ କରିବା ପାଇଁ ଅନୁମତି ମିଳିଛି । ସେ ସର୍ବକନିଷ୍ଠ ଛାତ୍ରୀ ଭାବେ ବିଏ ପଢ଼ିବେ ।

BjdElectrycity

ପୂର୍ବରୁ ୧୧ ବର୍ଷରେ ମାଟ୍ରିକ ଓ ୧୨ ବର୍ଷରେ ଯୁକ୍ତ୨ ପାସ୍ କରି ସେ ଏସିଆ ଏବଂ ଇଣ୍ଡିଆ ବୁକ୍ ଅଫ ଆୱାଡରେ ସ୍ଥାନ ପାଇଛନ୍ତି । ପ୍ରିନ୍ସପାଲ ଏବଂ ଉଚ୍ଚ ଶିକ୍ଷା ବିଭାଗର ଅନୁରୋଧ କ୍ରମେ ତକ୍ଷଶିଳା ୟୁନିଭରସିଟର ସ୍କୁଲ ଅଫ ଲାଇଫରେ ଉପରୋକ୍ତ ପାଠ ପଢ଼ିବା ପାଇଁ ଅନୁମତି ଦେଇଛନ୍ତି । ଏଥିପାଇଁ ଆବଶ୍ୟକ ପରୀକ୍ଷାରେ ମଧ୍ୟ ସେ ଭଲ କରିଥିଲେ । ଆଖିରେ ପଟି ବାନ୍ଧି ତନିଷ୍କା ଲେଖାପଢ଼ା କରିପାରନ୍ତି ।

Leave A Reply

Your email address will not be published.