ଭୁବନେଶ୍ୱର: ଭୁବନେଶ୍ୱରର ବଙ୍କୁଆଳ ନିକଟରେ ଦୁଇଟି ଦାମୀ କାର୍ ଭିତରୁ କମିଶନରେଟ୍ ପୋଲିସ ପ୍ରାୟ ୧୪ କେଜିର ଗଞ୍ଜେଇ ଜବତ କରିଛି ।
ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି ।
ତେବେ ଏହି ମାଦକ ଦ୍ରବ୍ୟ କନ୍ଧମାଳରୁ ବ୍ରହ୍ମପୁର ଦେଇ ଭୁବନେଶ୍ୱର ଚାଲାଣ ହେଉଥିବା ବୋଲି ସୁତ୍ରରୁ ପ୍ରକାଶ ।
Comments are closed.