Latest Odisha News

BREAKING NEWS

Browsing Tag

Ganja Seized

ବୋଲେରୋରୁ ୩୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଗଞ୍ଜେଇ କାରବାର ଥମିବାର ନାଁ ଧରୁନଥିବା ବେଳେ ପୁଣି ଗଞ୍ଜେଇ ଜବତ ଘଟଣା ସାମ୍ନାକୁ ଆସିଛି। ସୋନପୁର ଜିଲ୍ଲା ସଦର ବ୍ଲକ ଶରଧାପାଲି ଛକରେ ପାଟ୍ରୋଲିଂ ଚାଲିବା ବେଳେ ଏକ ବୋଲେରୋରୁ ୩୦ କେଜି ଗଞ୍ଜେଇ ଧରିଲା ଅବକାରୀ ବିଭାଗ। ପାଟ୍ରୋଲିଂ ବେଳେ ବୋଲେରୋଟି…

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦୁଇ ଯୁବକ

ଗୋଳାମୁଣ୍ଡା: ବାଇକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦୁଇ ଯୁବକ । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ପୋଲିସ ଦ୍ୱାରା ଉଦେଶୃଙ୍ଗରୁ ୬ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଓଡି ୦୩ କ୍ୟୁ ୫୮୯୮ ନମ୍ବର ବିଶିଷ୍ଟ ଲାଲ୍ ରଙ୍ଗର ହୋଣ୍ଡା ବାଇକରେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ ବେଳେ…

ଉମରକୋଟ୍ ପୋଲିସକୁ ମିଳିଛି ସଫଳତା, ଗଞ୍ଜେଇ ଜବତ ସହ ୩ଜଣ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସକୁ ମିଳିଛି ବଡ଼ ସଫଳତା । ୧୨୯ କିଲୋଗ୍ରାମ ଗଞ୍ଜେଇ ସହ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ଏହାସହ ୩ଜଣଙ୍କୁ ଗିରଫ କରିଛି ପୋଲିସ୍ । ସୂଚନା ଅନୁସାରେ, ଗୁରୁବାର ସକାଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉମରକୋଟ୍ ଷ୍ଟାଡ଼ିୟମ ନିକଟରୁ ଏକ ପିକଅପ…

ଚୋରା ଚାଲାଣବେଳେ ଜବତ ହେଲା ଗଞ୍ଜେଇ

ନବରଙ୍ଗପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ କାରବାର । ପୁଣି ନବରଙ୍ଗପୁରରୁ ଜବତ ହେଲା ଗଞ୍ଜେଇ । ବୋଲେରୋ ଓ କାର ଯୋଗେ ଚୋରାଚାଲାଣବେଳେ ୨୭୩କେଜି ଗଞ୍ଜେଇ ଜବତ କରିଛି ପାପଡ଼ାହାଣ୍ଡି ପୋଲିସ । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ବୋଲେରୋରେ ଗଞ୍ଜେଇ ବୋଝେଇ ହୋଇ ରାଇଘରକୁ ଯାଉଥିଲା ।…

୧୩ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ , ୨ଗିରଫ

ଯାଜପୁର: ପୁଣି ଜବତ ହୋଇଛି ଗଞ୍ଜେଇ । ଯାଜପୁର କୁଆଖିଆ ଥାନା ପୁଲିସ ଚଢାଉ କରି ୧୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ତା ସହିତ ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ବଡ଼ମ୍ବା ଥାନା ମାଣିଆବନ୍ଧ ଗାଁର ବଳଭଦ୍ର ବେହେରା ଓ ଆରତ ପାତ୍ର ।…

ଗଂଜେଇ ସହ ଧରାପଡିଲେ ହୋମଗାର୍ଡ ଓ ବେପାରୀ

ଗୁଣୁପୁର: ରାୟଗଡା ଜିଲ୍ଲାରେ ଗଂଜେଇ ବେପାର କିମ୍ବା ଚାଲାଣ ବଡ କଥା ନୁହେଁ । ପ୍ରତିଦିନ ଏହି ଜିଲ୍ଲାରେ ରାଜ୍ୟ ତଥା ରାଜ୍ୟ ବାହାରର ଗଂଜେଇ ବେପାରୀ ପୋଲିସ ରାଡାରରେ ଧରାପଡିଥାନ୍ତି । ହେଲେ ଗଂଜେଇ ବ୍ୟବସାୟରେ ଯଦି ଖାକି ପୋଷାକର ସଂପୃକ୍ତି ରହେ, ତେବେ କ’ଣ କହିବେ ଆପଣ ? ଆଜି ପଦ୍ମପୁର…

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଗିରଫ

ମୋହନା : ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଜପତି ଜିଲ୍ଲା ଅଡବା ଓ ମୋହନା ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଗାଡି ସହ ୪ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି । ଗୁରୁବାର ଅଡବା ପୋଲିସ ଡୁମିଗୁଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡିକୁ ପୋଲିସ ଯାଞ୍ଚ କରିଥିଲା…

ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ପୋଲିସର ଚଢ଼ାଉ, ଦୁଇ ଅଭିଯୁକ୍ତ ଗିରଫ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ସଦର ପୋଲିସ ଚଢ଼ାଉ କରି ପଣ୍ଡ କରିଛି । ଜାତୀୟ ରାଜପଥ ୨୬ର ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଚଢ଼ାଉ କରିଛି । ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର ପରଭେଜ ଓ ବିରେନ୍ଦ୍ର ସିଂ । ପୋଲିସ ସୂଚନା…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ଡ୍ରାଇଭର ସମେତ ୨ ଅଟକ

ଭଦ୍ରକ: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । ୫୦ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି ଭଦ୍ରକ ଟାଉନ ଥାନା ପୋଲିସ । ଆମ୍ବୁଲାନ୍ସକୁ ଜବତ କରିବା ସହ ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଗଞ୍ଜେଇ ଧରି କଟକରୁ ଭଦ୍ରକ ଅଭିମୁଖେ ଆସୁଥିଲା ଆମ୍ବୁଲାନ୍ସ ।…

ବୋଲେରୋରୁ ୨୪କେଜି ଗଞ୍ଜେଇ ଜବତ

ଆନନ୍ଦପୁର : ପୁଣି ଜବତ ହେଲା ଗଞ୍ଜେଇ । ଚୋରା ଚାଲାଣ କରାଯାଉଥିବା ବେଳେ ଏକ ବୋଲେର ଗାଡିକୁ ଜବତ କରିଛି ପୁଲିସ।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସ ଥାନା ପୋଡାସିଙ୍ଗିଡି ଛକ ନିକଟରୁ  ଗଞ୍ଜେଇ ବୋଝେଇ ବୋଲେରୋ ଜବତ ହୋଇଛି । ଏହି ବୋଲେରୋଟିକୁ ସୋସ ଥାନା ପୋଲିସ ଜବତ କରିଛି । ବୋଲେରୋ…