Latest Odisha News

BREAKING NEWS

ଆସନ୍ତୁ ଜାଣିବା କରୋନା କେଉଁ ଦେଶ ପାଇଁ କିଲର ସାବ୍ୟସ୍ତ ହୋଇନି

ନୂଆଦିଲ୍ଲୀ: ସମସ୍ତେ ଏବେ କରୋନାର କିଲର ଜାଲରେ ଛଟପଟ । ୧୮୦ରୁ ଊର୍ଦ୍ଧ୍ୱ ଦେଶରେ ଏହା ପାଖପାଖି ୯ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରି ସାରିଲାଣି । ତେବେ ଏପରି କେତେକ ଦେଶ ଅଛି ଯେଉଁଠାରେ କରୋନା ପହଂଚିପାରି ନାହିଁ । ଆମେରିକାର ଜନ ହପକିନ୍ସ ୟୁନିଭରସିଟିରୁ ମିଳିଥିବା ତଥ୍ୟ ଅନୁସାରେ ତୁର୍କମେନିସ୍ତାନ, ତାଜାକସ୍ତାନ, ୟମନ, କୋମାରୋସ, ମଲାବି, ସାଓତୋମେ, ଦକ୍ଷିଣ ସୁଡାନରେ ଗୋଟିଏ ବି କରୋନା କେସ୍ ଆସି ନାହିଁ ।

ଉତରକୋରିଆ ମନା କରୁଥିଲେ ମଧ୍ୟ ଗୋଟିଏ କିମ୍ବା ୨ଟି ରିପୋର୍ଟ ଆସିବା ପରେ ଏହାକୁ ଚପାଇ ଦେଇଥିଲା । ୨୧ ଦେଶରେ ଏବେ ବି ୧୦ରୁ କମ୍ କେସ୍ ରହିଥିବା ବେଳେ ୧୬ ଦେଶରେ ୫ରୁ କମ୍ କେସ୍ ରହିଛି ।

Leave A Reply

Your email address will not be published.