ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକରୁ ଚିହ୍ନଟ ହୋଇଛନ୍ତି ୨ କରୋନା ପଜିଟିଭ୍। ସେମାନଙ୍କ ମଧ୍ୟରେ ରହିଛି ଜଣେ ୧୮ମାସର ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହି ଶିଶୁ ଜଣଙ୍କ ନିକଟରେ ନିଜ ବାପା ମାଆଙ୍କ ସହ ଦିଲ୍ଲୀରୁ ଫେରିଥିବା ବେଳେ ବଣିଆସାହି ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ମା’ବାପାଙ୍କ ସହ ଶିଶୁ କନ୍ୟାର ସ୍ୱାବ୍ ଟେଷ୍ଟ ପାଇଁ ଯାଇଥିବାବେଳେ ରବିବାର ଶିଶୁ କନ୍ୟାଟିର ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା। ତୁରନ୍ତ ଏହି ଶିଶୁଟିକୁ ଭୁବନେଶ୍ୱର ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପଜିଟିଭ୍ ଚିହ୍ନଟ ହେବା ପରେ ସମ୍ପୃକ୍ତ ସଙ୍ଗରୋଧ କେନ୍ଦ୍ରକୁ ଗୋପ ଅଗ୍ନିଶମ କେନ୍ଦ୍ର ତରଫରୁ ସାନିଟାଇଜ୍ କରାଯାଇଥିବା ସୂଚନା ।
BREAKING NEWS
- ଟି୨୦: ଚୂଡାନ୍ତ ଏକାଦଶରେ ଗିଲଙ୍କ ସ୍ଥାନରେ ଖେଳି ପାରନ୍ତ ସଞ୍ଜୁ
- Pakistani Fishing Boat: ଭାରତୀୟ ଜଳସୀମାରୁ ପାକିସ୍ତାନୀ ଡଙ୍ଗା ଜବତ, ୧୧ ଗିରଫ
- ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ ହେବ:ମୁଖ୍ୟମନ୍ତ୍ରୀ
- Truck falls: ଭୟଙ୍କର ସଡ଼କ ଦୁର୍ଘଟଣା; ଗଭୀର ଘାଟିକୁ ଟ୍ରକ୍ ଖସି ୨୨ ଶ୍ରମିକଙ୍କ ଚାଲିଗଲା ଜୀବନ
- OTET 2025 Exam: ଓଟିଇଟି ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ହେଇଛି ଏହି ବ୍ୟବସ୍ଥା…ଡିସେମ୍ବର ୧୭ରେ ପରୀକ୍ଷା
- ଓଲଟିଲା ଗ୍ୟାସ ଟ୍ୟାଙ୍କର
- ସଂସଦ ଅଧିବେଶନରେ ଉଠିଲା ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗ, ଭୟ କଲେଣି ସାଂସଦ
- ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ମାମଲାରେ NIAର ଚାର୍ଜସିଟ୍ ଦାଖଲ; ୧୧ମାଓବାଦୀଙ୍କ ନାଁରେ…
- Marijuana Smuggling: ସିକ୍ରେଟ୍ ଚାମ୍ବରରେ ଗଞ୍ଜେଇ ଚୋରା ଚାଲାଣ, ୨ ଗିରଫ
- Indigo Flights Cancelled: ଭୁବନେଶ୍ବରରୁ ୮ଟି ଇଣ୍ଡିଗୋ ବିମାନ ବାତିଲ
Comments are closed.