ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।
ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପଶ୍ଚିମବଙ୍ଗ ଫେରନ୍ତା, ଦୁଇ କୋଭିଡ ଯୋଦ୍ଧା ରହିଥିବା ବେଳେ ୩ ଜଣ ଭୁବନେଶ୍ୱରରେ ଚିକିତ୍ସାରତ ଅଛନ୍ତି ।
ଅଧିକ ପଢନ୍ତୁ- ଓଡିଶାର ୨୫ ଜିଲ୍ଲାରୁ ନୂଆ ୫୯୧ କରୋନା ଆକ୍ରାନ୍ତ ଚିହ୍ନଟ
ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୭୭୮ କରୋନା ମାମଲା ରହିଥିବା ବେଳେ ୬୨୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ଅଧିକ ପଢନ୍ତୁ- ରାଜ୍ୟରେ ୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୮୬ ଛୁଇଁଲା
ଅଧିକ ପଢନ୍ତୁ- ୪ ଜିଲ୍ଲା ଓ ରାଉରକେଲା ସହର ୧୪ ଦିନ ସମ୍ପୂର୍ଣ୍ଣ ଲକଡାଉନ୍
Comments are closed.