ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ତିନିରୁ ଚାରି ଦିନ ହେବ ଓଡ଼ିଶାରେ ୨ ହଜାର ତଳେ ସଂକ୍ରମିିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୩୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୦୯ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୮୦୪ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭, ୬୦୯୪ରେ ପହଞ୍ଚିଛି ।
Covid-19 Report For 21st October
New Positives Cases: 1913
In quarantine: 1109
Local contacts: 804(Details of local contacts will be shared by concerned District Administration)
District Wise Cases:
1. Angul: 106
2. Balasore: 73
3. Bargarh: 63
4. Bhadrak: 46
5. Balangir: 63— I & PR Department, Odisha (@IPR_Odisha) October 22, 2020
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୭, ୬୦୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୯୯୩୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୫୪୯୧୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Mayurbhanj: 92
23. Nawarangpur: 41
24. Nayagarh: 33
25. Nuapada: 63
26. Puri: 55
27. Rayagada: 14
28. Sambalpur: 50
29. Sonepur: 20
30. Sundargarh: 99
31. State Pool: 50New recoveries: 2716
Cumulative Tested: 4199508
Positive: 276094
Recovered: 254913
Active cases: 19932— I & PR Department, Odisha (@IPR_Odisha) October 22, 2020
Comments are closed.