Latest Odisha News

ଆତଙ୍କବାଦୀ ଆକ୍ରମଣରେ ୨ ସେନା ଆହତ; ଜମ୍ମୁ କାଶ୍ମୀର

ନୂଆଦିଲ୍ଲୀ: ବୁଧବାର ଜାମ୍ମୁ ଏବଂ ଦକ୍ଷିଣ କାଶ୍ମୀରର କୁଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ  ସୈନିକ ଆହତ ହୋଇଛନ୍ତି।

ସନ୍ଦିଗ୍ଧ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଶାମସିପୋରା ଅଞ୍ଚଳରେ ରାଜପଥରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ।

ଖବର ଅନୁଯାୟୀ, ଆତଙ୍କବାଦୀମାନେ ସେନା ପାର୍ଟି ଉପରେ ଗୁଳି ଚଳାଇଥିଲେ ଯେଉଁଥିରେ ଦୁଇ ସୈନିକ ଗୁଳିରେ ଆହତ ହୋଇଥିଲେ।

ଏହି ଦୁଇ ସୈନିକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Comments are closed.