ଗୋପ: ସାରା ରାଜ୍ୟକୁ ଘଡ଼ିଛି ବାତ୍ୟା ଭୟ। ଏହାରି ଭିତରେ ଗୋପ ବ୍ଲକ ଡ଼ିହସାହି ଗାଁରେ ଘଟିଛି ବଡ ଅଘଟଣ। ବଜ୍ରପାତରେ ଯାଇଛି ଦୁଇ ମହିଳାଙ୍କ ଜୀବନ। ଗୋପ ବ୍ଲକ ଏରବଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡିହସାହି ଗାଁରେ ବଜ୍ରପାତ ନେଇଛି ୨ ଜୀବନ । ମୃତକ ୨ ମହିଳାଙ୍କ ନାମ ରୀନା ଭୋଇ(୪୫) ଓ ସରସ୍ବତୀ ସ୍ବାଇଁ (୧୮)। ମୃତ୍ୟୁ କାରଣରୁ ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି।
BREAKING NEWS
- ୧୪ ଜିଲ୍ଲାରେ ୩ ଦିନ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ ଓ କଲେଜ
- ଲିଫ୍ଟରେ କାହିଁକି ଲାଗିଥାଏ କାଚ, ଜାଣନ୍ତୁ ଏହା ପଛର କାରଣ…
- ହତ୍ୟା ଧମକ ପରେ ବି ଚାଲିଛି ସଲ୍ଲୁଙ୍କ ସୁଟିଂ, ‘ସିଙ୍ଘମ୍ ଏଗେନ୍’ରେ କେମିଓ କରିବେ ଭାଇଜାନ
- ଆଇଆରସିଟିସିର ଭିଆଇପି ଲାଉଞ୍ଜରେ ଜୀଅନ୍ତା ବିଛା, ଭିଡିଓ ଭାଇରାଲ୍
- ସମ୍ଭାବ୍ୟ ବାତ୍ୟା ‘ଦାନା’ : ଟେରାକୋଟା ପ୍ରଦର୍ଶନୀ “ମୃତ୍ତିକା” ଘୁଞ୍ଚିଲା
- ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦିଙ୍କ ପରଲୋକ
- ରୋମାନ୍ସ କରନ୍ତୁ ନାହିଁ ଏହା ଓୟୋ ନୁହେଁ….
- ବାତ୍ଯା ‘ଦାନା’; ୧୦ ଜିଲ୍ଲାକୁ ଗଲେ ଓଡ୍ରାଫ ଟିମ୍
- ୱକଫ୍ ବିଲ୍କୁ ନେଇ ଜେପିସି ବୈଠକ: ବିଜେପି-ଟିଏମ୍ସି ମୁହାଁମୁହିଁ, ଟିଏମସି ସାଂସଦ ଆହତ
- ‘ଦାନା’ ମୁକାବିଲା ପ୍ଲାନ୍…ସ୍କୁଲ ବନ୍ଦ, ଛୁଟି ବାତିଲ୍
Comments are closed.