Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାଷ୍ଟମୀ ଓ ଦଶହରା କେବେ, କେଉଁ ଦିନ କରିବେ ପୂଜା? ପୁଣି ଉପୁଜିଲା ଦ୍ୱନ୍ଦ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାରେ ବି ତିଥି ଓ ପୂଜାକୁ ନେଇ ଦ୍ବନ୍ଦ୍ବ। ଚଳିତ ବର୍ଷ ଦଶହରା ପାଇଁ ପଞ୍ଜିକା ଓ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ଦୁଇଟି ଦିନ ଅର୍ଥାତ ୨୦ ଓ ୨୧ ତାରିଖ ଉଲ୍ଲେଖ ଥିବାରୁ ଏହାକୁ ନେଇ ଅଡୁଆରେ ଲୋକେ। ପଂଜିକା ଅନୁସାରେ ଆଜି ପୀଠ ଓ ମୃଣ୍ମୟୀ ମଣ୍ଡପ ପାଇଁ ଗୋଟିଏ…

India’s Ambassador To Nepal:ସୁଧାକର ଦଲେଲା କିଏ? ନେପାଳରେ ଭାରତର ନୂତନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ବର୍ତ୍ତମାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟରତ ସୁଧାକର ଦଲେଲା ନେପାଳରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ହେବେ। ସେ ନବୀନ ଶ୍ରୀବାସ୍ତବଙ୍କ ସ୍ଥାନ ନେବେ, ଯିଏ ନିଜର ତିନି ବର୍ଷର କାର୍ଯ୍ୟକାଳ ସମାପ୍ତ ହେବା ପରେ ଅବସର ଗ୍ରହଣ କରିଛନ୍ତି। ଏହାର ଠିକ୍…

କଂଗ୍ରେସ ମହାରାଲି ପାଇଁ ଗ୍ରୀନ୍ ସିଗନାଲ୍: ମିଳିଲା NOC, କମ୍ପିବ ରାମଲୀଳା ମଇଦାନ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ନଭେମ୍ବର ୧ ତାରିଖରେ ରାମଲୀଳା ମଇଦାନରେ ହେବାକୁ ଥିବା ଏକ ରାଲି ପାଇଁ କଂଗ୍ରେସକୁ ନୋ ଅବଜେକ୍ସନ ସାର୍ଟିଫିକେଟ (NOC) ପ୍ରଦାନ କରିଛି, ଯାହା ଏହି କାର୍ଯ୍ୟକ୍ରମର ଆୟୋଜନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭୋଟ ଚୋରି ଏବଂ ନିର୍ବାଚନୀ ଅନିୟମିତତାର…

RG Kar Case: ସନ୍ଦୀପ ଘୋଷଙ୍କ ଜାମିନକୁ ନେଇ ତେଜିଲା ରାଜନୈତିକ ହଇଚଇ, CBI ଭୂମିକା ଉପରେ ଉଠିଲା ପ୍ରଶ୍ନ

କୋଲକାତା: ଆର.ଜି. କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ (Supreme Court) ଜାମିନ ପ୍ରଦାନ କରିବା ପରେ ରାଜନୈତିକ ମହଲ ଏବଂ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହସ୍ପିଟାଲରେ ଆର୍ଥିକ ଅନିୟମିତତା ଏବଂ ମେରିଟ୍ ସ୍କୋର…

ଅଭିଜିତ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ, ଶାନ୍ତି ବଜାୟ ରଖିବା ପାଇଁ ପିସ୍ ବଣ୍ଡ ସ୍ୱାକ୍ଷର

ନୂଆଦିଲ୍ଲୀ: କୋକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ କିଛି ସର୍ତ୍ତ ସହିତ ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀ ପୋଲିସ ଅନୁଯାୟୀ, ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ କରିବା ଏବଂ ଏକ ଶାନ୍ତି ବଣ୍ଡ ସ୍ୱାକ୍ଷର…

ଶ୍ରୀଲଙ୍କାରେ ବଡ଼ଧରଣର ବିଦ୍ୟୁତ୍ ସଙ୍କଟ : ଦେଶବ୍ୟାପୀ ବ୍ଲାକ୍‌ଆଉଟ୍‌

କଲୋମ୍ବୋ: ଶ୍ରୀଲଙ୍କାରେ ଏକ ବଡ଼ଧରଣର ଗ୍ରିଡ୍‌ ବିଫଳତା କାରଣରୁ ସାରା ଦେଶରେ ବିଦ୍ୟୁତ୍ ସେବା ଠପ୍‌ ହୋଇଯାଇଛି। ଶନିବାର ଦିନ ମଧ୍ୟାହ୍ନରେ ଏହି ବଡ଼ଧରଣର ବିଦ୍ୟୁତ୍ ସଙ୍କଟ ଦେଖାଦେଇଥିଲା, ଯାହାଫଳରେ ସମଗ୍ର ଦେଶ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରରେ ରହିଥିଲା। ଏହି…

Infiltration bid foiled:କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ୨ ଆତଙ୍କବାଦୀ ନିହତ

ଶ୍ରୀନଗର:ଜମ୍ମୁ ଓ କାଶ୍ମୀରରେ ଶୀତଋତୁ ସମୟରେ ସୀମା ଆରପାରିରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଘଟଣା ବୃଦ୍ଧି ପାଇଥାଏ। ତେବେ, ସୁରକ୍ଷା ବାହିନୀର କଡ଼ା ସତର୍କତା ଯୋଗୁଁ ଏଭଳି ଅନୁପ୍ରବେଶ ଉଦ୍ୟମଗୁଡ଼ିକୁ ସଫଳତାର ସହ ରୋକାଯାଇପାରୁଛି। ଏହି ସମୟରେ, ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଥିବା…

ଶ୍ରମିକ ଚାଲାଣ ଓ ଶୋଷଣ ଅଭିଯୋଗରେ ୫ ଗିରଫ

ନୂଆପଡା: ଶ୍ରମିକ ଚାଲାଣ ଓ ଶ୍ରମିକଙ୍କ ଶୋଷଣ ଅଭିଯୋଗରେ ନୂଆପଡ଼ା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, କେତେକ ଶ୍ରମିକ ସର୍ଦ୍ଦାର ୨୦୨୧ ମସିହାରୁ ଅଗ୍ରିମ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଗରିବ ଓ ଅସହାୟ ପରିବାରଗୁଡ଼ିକୁ ଉତ୍ତରପ୍ରଦେଶର ଇଟାଭାଟିକୁ କାମ କରିବା ପାଇଁ ପଠାଉଥିଲେ।…

Governor Braj Mohan Ram in Bhubaneswar:ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ…

ଭୁବନେଶ୍ବର: ଓଡ଼ିଶାରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ । ରାଜ୍ୟପାଳଙ୍କ ଆଗମନ ଏବଂ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ଭୁବନେଶ୍ୱର…

ଭିଜିଲାନ୍ସ ଜାଲରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ୨୧.୮୮ ଲକ୍ଷ ନଗଦ…

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଓଡ଼ିଶା ଭିଜିଲାନ୍ସ କଟକ ଜଗତପୁର ସ୍ଥିତ ମହାନଦୀ ଉତ୍ତର ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ପ୍ରସନଜିତ ଦାସଙ୍କୁ ଅଟକ ରଖିଛି। ତାଙ୍କ ନିକଟରୁ ୨୧.୮୮ ଲକ୍ଷ ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି। ବିଭିନ୍ନ ଠିକାଦାରଙ୍କ ଠାରୁ ଲାଞ୍ଚ ଆଦାୟ…