Latest Odisha News

BREAKING NEWS

ସାଧାରଣ ଦିବସ ପାଳନ ବେଳେ ଖସି ପଡ଼ିଲା ଡ୍ରୋନ, ୨ ଗରୁତର

ଭୋପାଳ: ସାଧାରଣ ଦିବସ କାର୍ଯ୍ୟକ୍ରମରେ ଘଟିଲା ଅଘଟଣ । ମଧ୍ୟପ୍ରଦେଶ ଜବଲପୁରର ପଣ୍ଡିତ ରବି ଶଙ୍କର ଶୁକ୍ଲା ଷ୍ଟାଡିୟମରେ ପ୍ୟାରେଡ ଚାଲୁଥିବା ବେଳେ ଏହି ଅଘଟଣ ଘଟିଥିଲା ।

କୃଷି ବିଭାଗର ପ୍ରଜ୍ଞାପନ ମେଢରେ ଅଂଶଗ୍ରହଣ କରିଥିବା ଏକ ଡ୍ରୋନ ଅଂଶଗ୍ରହଣକାରୀଙ୍କ ଉପରେ ଖସି ପଡ଼ିଥିଲା । ଫଳରେ ୨ ଜଣ ଗୁରୁତର ହୋଇଥିବା ପୋଲିସ କହିଛି । ଗୁରୁତର ହୋିଥିବା ୨ ଜଣ ହେଲେ ଇନ୍ଦୁ କୁଞ୍ଜମ (୩୮) ଏବଂ ଗଙ୍ଗାତ୍ରୀ କୁଞ୍ଜମ (୧୮) । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଜଣା ପଡ଼ିଛି । ସେମାନେ ଚିକିତ୍ସାଧୀନ ଥିବା ଜଣା ପଡ଼ିଛି ।

 

Comments are closed, but trackbacks and pingbacks are open.