Latest Odisha News

BREAKING NEWS

ଭୁବନେଶ୍ୱରରେ ଲୁଟର ନୂଆ ଫଣ୍ଡା, ଯୁବତୀ ଦେଖାଇ କରୁଥିଲେ ଲୁଟ୍‌, ୨ ଗିରଫ

ଭୁବନେଶ୍ୱର: ଲୁଟ ର ନୂଆ ଫଣ୍ଡା ।  ଯୁବତୀ ଦେଖେଇ ଲୁଟ କରୁଥିଲେ ଲୁଟେରା । ଏଭିଲି ଏକ ଗ୍ୟାଙ୍ଗ ର ୨ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଭୁବନେଶ୍ୱର ୟୁନିଟ 8 ର  ଅମର ସେନାପତି ଓ  ଗଞ୍ଜାମ ରମନୋଜ ଗୌଡ଼।

ଗତ 13 ତାରିଖରେ ତାଳଚେର ଅଞ୍ଚଳର ଜଣେ ବ୍ୟବସାୟୀ ଭୁବନେଶ୍ୱର ଆସିଥିଲେ । କୌଣସି ମତେ ଏମାନଙ୍କ ସଂସ୍ପର୍ଶରେ ଆସି ଥିଲେ । ଭରତପୁର ଛକରେ ଦେଖା ହଵାପରେ ଚନ୍ଦ୍ରଶେଖର ପୁର ଅଞ୍ଚଳର ଏକ ଘରକୁ ନେଇଥିଲେ । ସେଠାରେ ଯୁବତୀ ଥିବା ବ୍ୟବସାୟୀଙ୍କୁ କହିଥିଲେ ଦୁଇ ଲୁଟେରା । ସେଠାରେ ପହଁଚିବା ପରେ ଏକ ଘର ଭିତରେ ସେମାନଙ୍କୁ ମାଡ଼ ମାରିବା ସହ ତାଙ୍କ ଟଙ୍କା, କାର ଲୁଟ କରି ଫେରର ହୋଇଯାଇଥିଲେ । ସମ୍ପୃକ୍ତ ବ୍ୟବସାୟୀ ଥାନାରେ ଅଭିଯୋଗ କାଟିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

Leave A Reply

Your email address will not be published.