Latest Odisha News

BREAKING NEWS

କରୋନା ଯୋଗୁ ଟୁର ଡି ଫ୍ରାନ୍ସ ଘୁଂଚିଲା

ପ୍ୟାରିସ: କରୋନା ଭାଇରସ ଯୋଗୁ ଟୁର ଡି ଫ୍ରାନ୍ସ ସାଇକେଲ ରେସକୁ ଘୁଂଚାଇ ଦିଆଯାଇଛି । ଆୟୋଜକଙ୍କଠାରୁ ମିଳିଥିବା ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହା ଅକ୍ଟୋବରରେ ହୋଇପାରେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହା ୨୭ ଜୁନରୁ ଆରମ୍ଭ ହେବାକୁ ଥିଲା । ୩ ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି ରେସ୍ ଯେତେଦୂର ସମ୍ଭବ ଚଳିତବର୍ଷ ହେବ ବୋଲି ଆୟୋଜକ କମିଟି ଆଶା ବ୍ୟକ୍ତ କରିଛି ।

ସେହିପରି ଫ୍ରେଞ୍ଜ ଓପନକୁ ମଧ୍ୟ ୨୦୨୦ରେ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ୟୁରୋପର ବିଭିନ୍ନ ଦେଶରେ କରୋନା ଗ୍ରାଫ ଧିରେ ଧିରେ ଖସୁଥିବାରୁ କ୍ରୀଡାପ୍ରେମୀ ଓ ଆୟୋଜକ କମିଟି ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.