ଆଉ କେବେ ପାକିସ୍ତାନ ଯିବୁନି; ଭୋ ଭୋ କାନ୍ଦିଲେ କ୍ରିକେଟର…
ନୂଆଦିଲ୍ଲୀ: ଭାରତ ଓ ପାକ୍ ଯୁଦ୍ଧ ମଧ୍ୟରେ ପାକିସ୍ତାନ ସୁପର ଲିଗ୍ (ପିଏସଏଲ) ର ଖେଳାଳିମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।
ଏନେଇ ବାଂଲାଦେଶ ଲେଗ୍-ସ୍ପିନର ରିଶାଦ ହୋସେନ କହିଛନ୍ତି ଯେ ପିଏସଏଲ ସ୍ଥଗିତ ହେବା ପରେ ସେ ଏବଂ ଅନ୍ୟ ବିଦେଶୀ ଖେଳାଳିମାନେ ଦୁବାଇ ପହଞ୍ଚିବା ପରେ…