Latest Odisha News

ଏସସିବି ହସ୍ପିଟାଲରୁ ୪ ଏଜେଣ୍ଟ ଗିରଫ 

କଟକ: କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଚାରି ଜଣ ଏଜେଣ୍ଟଙ୍କୁ ଗିରଫ କରିବା ସହ ସରକାରୀ ହସ୍ପିଟାଲରେ ସକ୍ରିୟ ମଧ୍ୟସ୍ଥିଙ୍କ ନେଟୱର୍କର ପର୍ଦ୍ଦାଫାସ କରିଛି ପୋଲିସ।

ଖବର ପାଇ ମଙ୍ଗଳାବାଗ ଥାନାର ଏକ ଟିମ୍ ଏସସିବିରେ ପହଞ୍ଚି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁମାନେ ରୋଗୀଙ୍କୁ ଚିକିତ୍ସା ପାଇଁ ସହରର ଘରୋଇ ହସ୍ପିଟାଲକୁ ପଠାଇବାକୁ ଚେଷ୍ଟା କରୁଥିଲେ।

 

Comments are closed.