ଏଟିଏମ୍ କାର୍ଡ ଲୁଟ୍ ଘଟଣା: ବନ୍ଧାହେଲେ ପଶ୍ଚିମବଙ୍ଗର ୩ ଲୁଟେରା ,୫୧ ଏଟିଏମ୍ କାର୍ଡ ଜବତ
ଖୋର୍ଦ୍ଧା: ବିଭିନ୍ନ ସମୟରେ ଅଶିକ୍ଷିତ / ବୃଦ୍ଧବୃଦ୍ଧା ଏଟିଏମ୍ କାଉଣ୍ଟରରୁ ଟଙ୍କା ବାହାର କଲା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନରେ ପଡନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗର ତିନି ସାଇବର ଲୁଟେରା ବିଭିନ୍ନ ଆକାଉଣ୍ଟରରେ ନଜର ରଖିଥିଲେ ଓ ଏଟିଏମ କାର୍ଡ ଚୋରି କରି ଆକାଉଣ୍ଟରୁ ଅର୍ଥ…