ସୋଫିଙ୍କ ସହ ପ୍ରେମ ସମ୍ପର୍କକୁ ସ୍ୱୀକାର କଲେ ଶିଖର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ଶିଖର ଧାୱନ ପୂନର୍ବାର ପ୍ରେମରେ ପଡିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ସେ ଏବେ ସୋଫି ସାଇନଙ୍କ ସହ ସମୟ କାଟୁଛନ୍ତି । ପୂର୍ବରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଜୋର ଧରିଥିଲା । ଏବେ ଧାୱନ…