ଶୀର୍ଷ ସ୍ଥାନରେ ଥିବା ଟିମକୁ ହରାଇଲା ଚେନ୍ନାଇ
ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶୀର୍ଷ ସ୍ଥାନରେ ଥିବା ଗୁଜରାଟ ଟାଇଟାନ୍ସକୁ ପଂଏଟ ଟେବୁଲର ଶେଷ ସ୍ଥାନ ହାସଲ କରିଥିବା ଚେନ୍ନାଇ ସୁପର କିଙ୍ଗସ ୮୩ ରନରେ ପରାସ୍ତ କରିଛି । ବିଜୟ ସହ ଚେନ୍ନାଇ ତାର ଅଭିଯାନ ଶେଷ କରିଛି । ଗୁଜରାଟ ୧୪ ମ୍ୟାଚରେ ୧୮ ପଂଏଟ ହାସଲ କରି ପ୍ଲେ ଅଫରେ ପ୍ରବେଶ କରିଛି ।…