Latest Odisha News

BREAKING NEWS

Monthly Archives

May 2025

ଯେଉଁମାନେ ନିଜ ଅସ୍ତ୍ରଶସ୍ତ୍ର ଉପରେ ଗର୍ବ କରୁଥିଲେ ସେମାନେ ଏବେ ଭଗ୍ନାବଶେଷ ଗଦାରେ ବସିଛନ୍ତି: ମୋଦି

ଜୟପୁର: ରାଜସ୍ଥାନର ବିକାନେରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଏବଂ ପାକିସ୍ତାନକୁ ସହଯୋଗ କରୁଥିବା ଦେଶକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ମୋଦି ରାଲିରେ କହିଛନ୍ତି, ଯେଉଁମାନେ ନିଜ ଅସ୍ତ୍ରଶସ୍ତ୍ର ଉପରେ ଗର୍ବ କରୁଥିଲେ ସେମାନେ ଏବେ ଭଗ୍ନାବଶେଷ ଗଦାରେ ପଡ଼ି ରହିଛନ୍ତି।…

କରଣୀ ମାତା ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ, ସେନାଙ୍କ ସହିତ ମନ୍ଦିରର ରହିଛି ବିଶେଷ ସମ୍ପର୍କ

ଜୟପୁର: ରାଜସ୍ଥାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ମୋଦି ଆଜି ସକାଳେ ବିକାନେରର ନାଲ୍ ବାୟୁସେନା ଘାଟିରେ ଓହ୍ଲାଇ ବିକାନେରରେ ଥିବା କରଣୀ ମାତା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ବିକାନେରରେ ଭାରତୀୟ ବାୟୁସେନାର ନାଲ୍ ଏୟାରବେସ୍ ପରିଦର୍ଶନ କରିବେ।…

ରାଜ୍ୟରେ କୋଭିଡ ସଂକ୍ରମଣ ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର: ବର୍ତ୍ତମାନ ପୁଣି ଭାରତରେ କୋଭିଡ ବ୍ୟାପୁଥିବାବେଳେ, ଓଡିଶାରେ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ମାମଲା ଚିହ୍ନଟ ହୋଇଛି । ସଂକ୍ରମିତ ବ୍ୟକ୍ତି ଜଣକ ଦିଲ୍ଲୀରୁ ଫେରିଥିଲେ। ସେ ବର୍ତ୍ତମାନ କ୍ୱାରାଣ୍ଟାଇନରେ ଅଛନ୍ତି । ଏହି ନୂତନ ମାମଲା…

‘ରକ୍ତ ନୁହେଁ, ମୋ ଶିରାରେ ଗରମ ସିନ୍ଦୂର ବହୁଛି’: ବିକନେରରୁ ପାକିସ୍ତାନକୁ ମୋଦିଙ୍କ କଡା ଚେତାବନୀ

ବିକନେର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିକାନେର ମାଟିରୁ ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି। ଆଜି ବିକନେରର ଏକ ସାଧାରଣ ସଭାକୁ ସମ୍ବୋଧିତ କରି, ମୋ ଶିରାରେ ରକ୍ତ ନୁହେଁ ବରଂ ଗରମ ସିନ୍ଦୁର ବୋହୁଛି ବୋଲି କହିଛନ୍ତି ମୋଦି । ଏଥିସହିତ ପାକିସ୍ତାନ ଖୋଲା ସନ୍ଦେଶ ଦେଇ…

ଆଇପିଏଲ ୨୦୨୫: ପ୍ଲେ ଅଫରେ ପ୍ରବେଶ କଲେ ଏହି ୪ଟି ଟିମ

ମୁମ୍ବାଇ: ଆଇପିଏଲ ୨୦୨୫ରେ ୪ଟି ଟିମ ଟିମ ପ୍ଲେ ଅଫରେ ପ୍ରବେଶ କରିଛନ୍ତି । ଏହି ଟିମଗୁଡିକ ହେଲା ଗୁଜରାଟ ଟାଇଟାନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଏଥର ପଂଏଟ ଟେବୁଲର ଶେଷ ସ୍ଥାନରେ ରହିଛି । ଗୁଜରାଟ…

ଟ୍ରମ୍ପଙ୍କ ଭ୍ରମ ଭାଙ୍ଗିଲେ ଜୟଶଙ୍କର, ଖାରଜ କଲେ ଆମେରିକାର ମଧ୍ୟସ୍ଥତା ଦାବି

ନୂଆଦିଲ୍ଲୀ: ୟୁରୋପରେ ଟ୍ରମ୍ପଙ୍କ ଭ୍ରମ ଭାଙ୍ଗିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର । ଆମେରିକା ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କଲେ । କହିଲେ, ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କୌଣସି ଭୂମିକା ନଥିଲା । ଅସ୍ତ୍ରବିରତି ନେଇ ପାକିସ୍ତାନର ହସ୍ତକ୍ଷେପ ପରେ, କଥା ଆଗକୁ…

ଛାଡପତ୍ର ଗୁଜବ ନା ଅପରେସନ ସିନ୍ଦୂର: ଚର୍ଚ୍ଚାରେ କାନ୍ସରେ ଐଶ୍ବର୍ଯ୍ୟାଙ୍କ ସିନ୍ଦୂର ଭରା ମଥା

ମୁମ୍ବାଇ: ଅଭିଷେକ ରାୟ ବଚ୍ଚନଙ୍କ ସହ ଛାଡପତ୍ର ଗୁଜବ ମଧ୍ୟରେ ଚର୍ଚ୍ଚାରେ ଐଶ୍ବର୍ଯ୍ୟା ରାୟଙ୍କ କାନ୍ସ୍ ଲୁକ୍  । ଐଶ୍ବର୍ଯ୍ୟଙ୍କ ସିନ୍ଦୂର ଭରା ମଥା ପୁଣି ଥରେ ଦମ୍ପତ୍ତିଙ୍କ ସଂପର୍କ ନେଇ ଏକ ବଡ ବାର୍ତ୍ତା ଦେଇଛି । ଏଥିସହିତ କିଛି ଫ୍ୟାନ୍ସ ଏହାକୁ ସମ୍ପ୍ରତି ଅପରେସନ ସିନ୍ଦୁର ସହ ମଧ୍ୟ…

ଏସଟିଏଫ୍ ପଞ୍ଝାରେ ବ୍ରାଉନ ସୁଗର ବେପାରୀ, ୩୩୦ ଗ୍ରାମ ଧଳା ଜହର ଜବତ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ବିଶେଷ ସୂତ୍ରରୁ ଖବରପାଇ ଏସଟିଏଫ୍ ର ଏକ ଟିମ୍ ରସୁଲଗଡର ପାଣ୍ଡରା ରାସ୍ତାରୁ ବ୍ରାଉନ ସୁଗର ବେପାରୀ ପ୍ରକାଶ ସେଠୀକୁ ଗିରଫ କରିଛନ୍ତି । ପ୍ରକାଶ ନିକଟରୁ ୩୩୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ…

ବଲିଉଡକୁ ଅଲବିଦା କହି ସାରିଛନ୍ତି ଆଥିୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀ ବଲିଉଡକୁ ଅଲବିଦା କହିସାରିଛନ୍ତି । ତାଙ୍କ ବାପା ତଥା ଲୋକପ୍ରିୟ ଅଭିନେତା ସୁନୀଲ ଶେଟ୍ଟୀ ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି । ସେ ଆଉ ଫିଲ୍ମରେ ଅଭିନୟ କରିବାକୁ ଚାହୁଁ ନାହାନ୍ତି । ଇତି ମଧରେ ଆଥିୟା ନୂତନ କ୍ୟାରିୟର ବାଛି ସାରିଛନ୍ତି…

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ୪ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ

ରାୟଗଡ଼ା: ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକର ୪ ଜଣ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ୨୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଗିରଫ ହେଲେ ଏହି ୪ କର୍ମଚାରୀ। ଜଳ ବିଭାଜିକା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ନାଏକ ବନ୍ଧା ହେଲେ। ସେହିପରି ମୂର୍ତ୍ତିକା ସଂରକ୍ଷଣ…