ସି-ସେକ୍ସନକୁ ଆରାମଦାୟକ ପ୍ରସବ କହି ଟ୍ରୋଲ୍ ହେଲେ ସୁନିଲ ଶେଟ୍ଟୀ
ମୁମ୍ବାଇ: ଆଥିୟା ଶେଟ୍ଟୀ ସି-ସେକ୍ସନ ବଦଳରେ 'ପ୍ରାକୃତିକ ପ୍ରସବ' ବିକଳ୍ପକୁ ବାଛିଥିବା ନେଇ କହିଛନ୍ତି ବାପା ସୁନିଲ ଶେଟ୍ଟୀ। ତେବେ ନିକଟରେ କେଏଲ ରାହୁଲ ଏବଂ ଆଥିୟା ଏକ କନ୍ୟା ସନ୍ତାନ ଜନ୍ମ ଦେଇ ପିତାମାତା ହୋଇଛନ୍ତି।
ଆଥିୟା ତାଙ୍କ ପ୍ରଥମ ସନ୍ତାନକୁ ପ୍ରାକୃତିକ ଉପାୟରେ ଦୁନିଆ କୁ…