ପାକ୍ ଅଧିନରେ ବିଏସଏଫ ଯବାନ…କେମିତି ବିତିଥିଲା ସେ ୨୦ ଦିନ?
ନୂଆଦିଲ୍ଲୀ: ବୁଧବାର ଦେଶ ଫେରିଛନ୍ତି ସୀମା ସୁରକ୍ଷା ବାହିନୀ, ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶ । ପାକିସ୍ତାନ ଦ୍ୱାରା ଭାରତୀୟ କର୍ତ୍ତୃପକ୍ଷଙ୍କ ନିକଟରେ ପୂର୍ଣ୍ଣମଙ୍କୁ ହସ୍ତାନ୍ତର କରାଯିବା ପରେ ସେ ପାକିସ୍ତାନୀ ହେପାଜତରେ କଟାଇଥିବା ୨୦ ଦିନ କିପରି ଯାଇଥିଲା ସେନେଇ ବଖାଣିଛନ୍ତି ।…