ଯାଜପୁରରେ ବୋମା ବିସ୍ଫୋରଣ; ୨ମୃତ, ଜଣେ ଗୁରୁତର
ଯାଜପୁର: ଛତିଆ ନିକଟରେ ବୋମା ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବସଷ୍ଟାଣ୍ଡ ନିକଟରେ।
ସୂଚନାନୁସାର , ମଙ୍ଗଳବାର ଅପରାହ୍ନରେ…