‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ୩’ ରେ ଅର୍ଚ୍ଚନାଙ୍କ ସହ ନଜର ଆସିବେ କି ସିଦ୍ଧୁ? ନେଟଫ୍ଲିକ୍ସ ଦେଲା…
ମୁମ୍ବାଇ: ନେଟଫ୍ଲିକ୍ସ ପ୍ରଶଂସକମାନଙ୍କୁ ଏକ ବଡ଼ ସର୍ପ୍ରାଇଜ୍ ପ୍ରଦାନ କରିଛି। ଏବେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ସିଜିନ୍-୩' ଘୋଷଣା କରାଯାଇଛି। ନେଟଫ୍ଲିକ୍ସ ଏକ ଭିଡିଓ ଜାରି କରି କପିଲ ଶର୍ମାଙ୍କ ଶୋ ବିଷୟରେ ମଜାଦାର କଥା ଘୋଷଣା କରିଛି। ଏଥର ଜଜ୍ଙ୍କ ସିଂହାସନରେ ଅର୍ଚ୍ଚନା ପୁରନ…