Latest Odisha News

BREAKING NEWS

Monthly Archives

June 2025

ବିଶ୍ବ ବ୍ୟାଙ୍କ୍ ରିପୋର୍ଟ: ଭାରତରେ ଦ୍ରୁତଗତିରେ କମୁଛି ‘ଅତ୍ୟନ୍ତ ଦାରିଦ୍ର୍ୟ’ହାର,ଗତ ୧୧ ବର୍ଷ…

ନୂଆଦିଲ୍ଲୀ: ଏକ ଦଶନ୍ଧି ମଧ୍ୟରେ ଭାରତର ଅତ୍ୟନ୍ତ ଦାରିଦ୍ର୍ୟ ହାର ୫.୩ ପ୍ରତିଶତ ହୋଇଛି ,ଯାହା ୨୦୧୧-୧୨ରେ ୨୭.୧ ପ୍ରତିଶତ ଥିଲା । ବିଶ୍ୱ ବ୍ୟାଙ୍କ ନୂତନ ରିପୋର୍ଟରେ ଏହା ପ୍ରକାଶ କରିଛି । ଦେଶରେ ଅତ୍ୟନ୍ତ ଦାରିଦ୍ର୍ୟ ହାର ୨୦୧୧-୧୨ ରେ ୨୭.୧ ପ୍ରତିଶତରୁ ୨୦୨୨-୨୩ ରେ ୫.୩ ପ୍ରତିଶତକୁ…

ବିଦେଶରେ ପାକିସ୍ତାନ ଓ ଆତଙ୍କବାଦ ବିରୋଧୀ ବାର୍ତ୍ତା ପହଞ୍ଚାଇ ସ୍ୱଦେଶ ଫେରିଲେ ଅପରାଜିତା

ଭୁବନେଶ୍ୱର: ବିଦେଶରେ ପାକିସ୍ତାନ ଓ ଆତଙ୍କବାଦ ବିରୋଧୀ ବାର୍ତ୍ତା ପହଞ୍ଚାଇ ସ୍ୱଦେଶ ଫେରିଲେ ଅପରାଜିତା। ଭୁବନେଶ୍ୱରରେ ସାଂସଦଙ୍କୁ ଦିଆଗଲା ସମ୍ୱର୍ଦ୍ଧନା। ଅପରେସନ ସିନ୍ଦୂରର ସଫଳତା ଗାଥା ଏବଂ ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇ ଲାଗି ସମର୍ଥନ ଗୋଟାଇବାକୁ ବିଦେଶ ଗସ୍ତରେ ଯାଇଥିବା…

୨୪୦୦ ଟଙ୍କାରେ ପହଞ୍ଚିଲା ପାର୍ଲେ ଜି ବିସ୍କୁଟ ଦାମ୍, ଜାଣନ୍ତୁ କଣ ରହିଛି କାରଣ…

ନୂଆଦିଲ୍ଲୀ: ପାର୍ଲେ ଜି ବିସ୍କୁଟ ବହୁ ପୁରୁଣା ସମୟରୁ  ଲୋକମାନଙ୍କ ଘରେ ଏକ ପରିଚିତ ନାମ ହୋଇରହିଛି। ଏହା କେବଳ ଏକ ବିସ୍କୁଟ ନୁହେଁ, ବରଂ ଏହା ସହିତ ବହୁ ପୁରୁଣା ସ୍ମୃତି ମଧ୍ୟ ଯୋଡି ହୋଇ ରହିଛି। ତେବେ ଭାରତରେ ୫ ଟଙ୍କା ମୂଲ୍ୟରେ ମିଳୁଥିବା ଏହି ସାଧାରଣ ବିସ୍କୁଟ ଗାଜାରେ ଆକାଶ ଛୁଆଁ…

ଅଟଲୀଙ୍କ ଆଗାମୀ ଫିଲ୍ମରେ ଅଲ୍ଲୁଙ୍କ ସହ ଅଭିନୟ କରିବେ ଦୀପିକା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମ ମେକର ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ଅଲ୍ଲୁ ଅର୍ଜୁନ ଓ ଦୀପିକା ପାଦୁକୋନଙ୍କୁ ନେଇ ଏହି ଫିଲ୍ମ କରିବେ । ପୂର୍ବରୁ ସ୍ପିରିଟ ଓ କଲକୀ ୨ଫିଲ୍ମରୁ ଦୀପିକା ବାଦ ପଡିବା ଖବର ପ୍ରକାଶ ପାଇଥିଲା । ରିପୋର୍ଟ…

ବିଜାପୁର ନ୍ୟାସନାଲ୍‌ ପାର୍କ ଅଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର

ଛତିଶଗଡ଼:ଛତିଶଗଡ଼ ବିଜାପୁର ଜିଲ୍ଲାରେ ଜାରି ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବଳ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ବିଜାପୁର ନ୍ୟାସନାଲ୍ ପାର୍କ ଅଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ୫, ୬, ୭ ତାରିଖ ସର୍ଚ୍ଚ ଅପରେସନ୍ ଓ ଏନକାଉଣ୍ଟରରେ ଟଳିଥିଲେ। ବସ୍ତର ପୁଲିସ ଆଇଜି…

ଆଗାମୀ ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମକ୍‌ଡ୍ରିଲ୍

ପୁରୀ: ଆଗାମୀ ସ୍ନାନଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଆରମ୍ଭ ହୋଇଛି ମକଡ୍ରିଲ। ଆଜି ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ମକଡ୍ରିଲ୍ କରାଯାଇଛି। ଟାଉନ୍ ଥାନା ପରିସରର ସମନ୍ଵିତ ନିୟନ୍ତ୍ରଣ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ…

ରାମଦେବ ବାବାଙ୍କୁ ସହାୟତା କରି ଫସିଲେ ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଯୋଗପୀଠ ପାଇଁ ଜମି ଚୁକ୍ତିରେ ସହାୟତା କରି ଫସିଲେ ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ ମାଧବ କୁମାର। ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ, ୨୦୦୯ରୁ ୨୦୧୧ ମସିହା ମଧ୍ୟରେ ପତଞ୍ଜଳି ଯୋଗପୀଠ ନେପାଳ କମ୍ପାନୀ ଠାରୁ…

ଫୁଲବାଣୀ ମେଡିକାଲ କଲେଜ ସହ ୧୦ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍‍ଘାଟନ କରିଛନ୍ତି। ଏଥିସହ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ…

ଘର ଭିତରେ ବିସ୍ଫୋରଣ ଘଟି ମହିଳା ମୃତ, ଶିଶୁ ଆହତ

ଖୋର୍ଦ୍ଧା: ଘର ଭିତରେ ବିସ୍ଫୋରଣ ଘଟି ମହିଳା ମୃତ, ଶିଶୁ ଆହତ। ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଇଚ୍ଛାପୁର ଗାଁରେ ଘଟିଛି ଏଭଳି ଅଘଟଣ। ଆହତ ଶିଶୁ ବୋଲଗଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଛି। ବିସ୍ଫୋରଣର କାରଣ ଜଣାପଡ଼ି ନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।…

ତାଇୱାନ୍‍ ଚାଓୟାଙ୍ଗ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ୬୮ତମ ସମ୍ମାନସୂଚକ ଡକ୍ଟରେଟ୍‍

ଭୁବନେଶ୍ୱର: କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତାଇୱାନ୍‍ର ଚାଓୟାଙ୍ଗ ୟୁନିଭରସିଟି ଅଫ୍‍ ଟେକ୍ନୋଲୋଜି (ସିୱାଇୟୁଟି)ରୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି। ଶନିବାର ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଆନୁଷ୍ଠାନିକ ଭାବରେ ଅଚ୍ୟୁତଙ୍କୁ ଏହି…