ବାଲେଶ୍ବରରେ ଏକସଙ୍ଗେ ୫ ପୋଲିସ ଅଧିକାରୀ ନିଲମ୍ବିତ
ବାଲେଶ୍ବର: କର୍ତ୍ତବ୍ୟରେ ଅବହେଳା ଏବଂ ବିଶୃଙ୍ଖଳା ଅଭିଯୋଗରେ ବାଲେଶ୍ବର ଜିଲ୍ଲାରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।
ସରକାରୀ ସୂତ୍ର ଅନୁଯାୟୀ, ବାଲେଶ୍ବରର ପୋଲିସ ସୁପରିଟେଣ୍ଡେଣ୍ଟ ସେମାନଙ୍କର କାର୍ଯ୍ୟରେ ଅବହେଳା ଦର୍ଶାଇ ଆଭ୍ୟନ୍ତରୀଣ ରିପୋର୍ଟ ପରେ ଜଣେ…