ପାକିସ୍ତାନ ଉପରେ ବର୍ଷିଲେ ଆମେରିକୀୟ ସାଂସଦ: କହିଲେ, ‘ଆଗ ଆତଙ୍କବାଦୀ ସଫା କର’
ନୂଆଦିଲ୍ଲୀ: ଆମେରିକାରେ ଅପଦସ୍ତ ହେଲା ପାକିସ୍ତାନ । ଭାରତ ବିରୁଦ୍ଧରେ ଫେରାଦ ହୋଇଥିଲା, ଆମେରିକାର ସାଂସଦ ଦେଖାଇଦେଲେ ଔକାତ୍ । ଆମେରିକା ଗସ୍ତରେ ୱାଶିଂଟନ ଡିସିରେ ପହଞ୍ଚିଥିବା ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ୱରେ ପାକିସ୍ତାନୀ…